അർത്ഥം : ପାଣିରେ ମିଳେଇ ଯାଉଥିବା ସେହି ଯୌଗିକ ପଦାର୍ଥ ଯାହାର ସ୍ୱାଦ ଖଟା, ଯାହା ଲିଟ୍ମସ୍ କାଗଜକୁ ଲାଲ୍ କରିଦିଏ ଏବଂ କ୍ଷାରକ ସହ ସକ୍ରିୟ ହୋଇ ଲବଣ ତିଆରି କରେ
ഉദാഹരണം :
ଏସିଡ଼୍ର ପ୍ରୟୋଗ ସାବଧାନତାର ସହ କରିବା ଦରକାର
പര്യായപദങ്ങൾ : ଅମ୍ଳ
മറ്റ് ഭാഷകളിലേക്കുള്ള വിവർത്തനം :
Any of various water-soluble compounds having a sour taste and capable of turning litmus red and reacting with a base to form a salt.
acid