അർത്ഥം : ପଲକ ନପକାଇ ଦୀର୍ଘ ସମୟ ଧରି ଦେଖିବା କ୍ରିୟା
ഉദാഹരണം :
ନାଟକ ଆରମ୍ଭ ହେବା ଆଗରୁହିଁ ସବୁ ଲୋକ ମଞ୍ଚଆଡ଼କୁ ଅପଲକ ନୟନରେ ଚାହିଁ ବସିଥିଲେ
പര്യായപദങ്ങൾ : ଅପଲକ ଦୃଷ୍ଟି, ଅପଲକ ନୟନ, ସ୍ଥିର ଦୃଷ୍ଟି
മറ്റ് ഭാഷകളിലേക്കുള്ള വിവർത്തനം :
देर तक इस प्रकार देखने की क्रिया कि पलक न गिरे।
नाटक शुरू होने से पहले ही सभी लोग मंच पर टकटकी लगाये बैठे थे।