അർത്ഥം : ଯାହାର ସଂଗଠନ ହୋଇଛି
ഉദാഹരണം :
ଇଂରେଜମାନଙ୍କ ସହିତ ଟକ୍କର ଦେବା ପାଇଁ ଭାରତୀୟମାନଙ୍କୁ ସଂଗଠିତ ହେବାକୁ ପଡ଼ିଥିଲା
പര്യായപദങ്ങൾ : ସଂଗଠିତ
മറ്റ് ഭാഷകളിലേക്കുള്ള വിവർത്തനം :
Held together as by social or cultural ties.
A close-knit family.അർത്ഥം : କାହାରିସାଥିରେ ବା କାହାଦ୍ୱାରା ମିଶି ବା ସଂଯୁକ୍ତ ହୋଇ
ഉദാഹരണം :
ଭାତ,ଡାଲି,ତରକାରୀର ସମ୍ମିଳିତ ଭୋଜନ ସ୍ୱାସ୍ଥ୍ୟକାରକ ଈଶ୍ୱର ଦୃଶ୍ୟ ଅଦୃଶ୍ୟ ସମସ୍ତ ଜିନିଷରେ ସମ୍ମିଳିତ ଅଛନ୍ତି
പര്യായപദങ്ങൾ : ମିଶ୍ରିତ, ଯୁକ୍ତ, ସଂଯୁକ୍ତ, ସଂଶ୍ଳିଷ୍ଟ, ସମିଶ୍ରିତ, ସମ୍ମିଳିତ
മറ്റ് ഭാഷകളിലേക്കുള്ള വിവർത്തനം :
Made or joined or united into one.
combinedഅർത്ഥം : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
ഉദാഹരണം :
ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
മറ്റ് ഭാഷകളിലേക്കുള്ള വിവർത്തനം :