അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : କୌଣସି ଜିନିଷ ଏକାଠିକରି ରଖିବା କାର୍ଯ୍ୟ
ഉദാഹരണം : କପିଳ ଐତିହାସିକ ସାମଗ୍ରୀକୁ ସଂଗ୍ରହ କରୁଛି
പര്യായപദങ്ങൾ : ଆକଳନ, ଏକାଠି, ସଂକଳନ, ସଂଗ୍ରହ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
कोई चीज़ एकत्र या इकट्ठा करके रखने की क्रिया या भाव।
The act of gathering something together.
അർത്ഥം : ସମୂହ ରୂପରେ ବା ଜଣେ ଅନ୍ୟ ସହିତ
ഉദാഹരണം : ଏବେଠାରୁ ଆମେ ଯାହାବି କରିବା ଏକା ସାଙ୍ଗରେ କରିବା
പര്യായപദങ്ങൾ : ଏକାସାଙ୍ଗ, ଏକାସାଥୀ, ମିଳିମିଶି, ସାଙ୍ଗ, ସାଥୀ
समूह के रूप में या एक-दूसरे के संग।
In each other's company.
അർത്ഥം : ଏକାଠି କରାଯାଇଥିବା ବା ଗୋଟିଏ ଜାଗାକୁ ଅଣାଯାଇଥିବା
ഉദാഹരണം : ଏ ବର୍ଷ ବାରୁଣୀ ମେଳାରେ ଏକତ୍ରିତ ହୋଇଥିବା ଲୋକଙ୍କ ଭିତରେ ଦଳାଚକଟା ଆରମ୍ଭ ହୋଇଗଲା
പര്യായപദങ്ങൾ : ଏକତ୍ରିତ, ଜମା
इकट्ठा किया हुआ या एक जगह लाया हुआ।
Brought together in one place.
ഇൻസ്റ്റാൾ ചെയ്യുക