അർത്ഥം : କୌଣସି ସ୍ଥାନରୁ ବା କାହାଠାରୁ ସୁଧ ସହିତ ବା ବିନା ସୁଧରେ ଫେରସ୍ତ କରିବା ସର୍ତ୍ତରେ ଧନ ନେବା
ഉദാഹരണം :
ସେ ଘର ତିଆରି କରିବା ପାଇଁ ବ୍ୟାଙ୍କରୁ ଋଣ ନେଲା
പര്യായപദങ്ങൾ : ଉଧାର ନେବା, କରଜ ନେବା, ଧାର ନେବା
മറ്റ് ഭാഷകളിലേക്കുള്ള വിവർത്തനം :
कहीं से या किसी से ब्याज सहित या बिना ब्याज के वापस करने की शर्त पर धन लेना।
उसने घर बनाने के लिए बैंक से उधार लिया।