അർത്ഥം : ସ୍ଥଳରେ ଗତିକରୁଥିବା ବସ୍ତୁଗୁଡ଼ିକ ଖୁବ ଜୋରରେ ଚାଲିବା
ഉദാഹരണം :
ଚାବୁକ ବାଜିବାରୁ ହିଁ ଘୋଡ଼ା ପବନ ବେଗରେ ଦୌଡ଼ିଲା ଚାବୁକ ଲଗାଇବାରୁ ଘୋଡ଼ା ପବନରେ ଉଡ଼ିଲା
പര്യായപദങ്ങൾ : ପବନ ବେଗରେ ଦୌଡ଼ିବା, ପବନରେ ଉଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପବନରେ ଉଡ଼ିବା ବା ଫରଫରହେବା
ഉദാഹരണം :
ବିଦ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଫରଫର ହୋଇ ଉଡ଼ୁଛି
പര്യായപദങ്ങൾ : ଫରଫର ହୋଇ ଉଡ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆକାଶ ମାର୍ଗରେ ବା ପବନ ଭିତର ଦେଇ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା
ഉദാഹരണം :
ଉଡ଼ାଜାହାଜ ସମୁଦ୍ର ଉପରେ ଉଡ଼ୁଥିଲା
പര്യായപദങ്ങൾ : ଉଡ଼ାଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
आकाश मार्ग से या हवा में होकर एक स्थान से दूसरे स्थान पर जाना।
हवाई जहाज़ समुद्र के ऊपर से उड़ रहा था।അർത്ഥം : କୌଣସି ଭକ୍ଷଣୀୟ ବସ୍ତୁକୁ ଭକ୍ଷଣକରିବା
ഉദാഹരണം :
ବିଭାଘରରେ ଅନେକ ଲଡ଼ୁ ଉଡ଼ିଲା
പര്യായപദങ്ങൾ : ଖିଆଯିବା, ଭୋଜନ କରାଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପବନରେ ଉପରକୁ ଉଠିବା ବା ଖେଳେଇ ହୋଇଯିବା
ഉദാഹരണം :
ଆକାଶରେ ରଙ୍ଗ ବେରଙ୍ଗ ଗୁଡ଼ି ଉଡୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଆବଶ୍ୟକତାଠାରୁ ଅଧିକ ଖର୍ଚ୍ଚ କରିବା
ഉദാഹരണം :
ଶେଠଙ୍କ ଜନ୍ମଦିନରେ ଅନେକ ଟଙ୍କା ଉଡ଼ିଗଲା
പര്യായപദങ്ങൾ : ଅତ୍ୟଧିକ ଖର୍ଚ୍ଚ କରିବା, ବଦଖର୍ଚ୍ଚ କରିବା
മറ്റ് ഭാഷകളിലേക്കുള്ള വിവർത്തനം :