അർത്ഥം : କୌଣସି ଧାତୁ ଆଦି ଉପରେ ଯେଉଁ ଉପକରଣକୁ ଘଷିଲେ ତାହାର ସୂକ୍ଷ୍ମ କଣିକା କଟି ଖସିପଡ଼େ
ഉദാഹരണം :
ସେ ପରଶୁକୁ ଉହାରେ ଘଷୁଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
A steel hand tool with small sharp teeth on some or all of its surfaces. Used for smoothing wood or metal.
fileഅർത്ഥം : ଯେଉଁ ରନ୍ଦାରେ କରତଆଦିର ଦାନ୍ତଗୁଡ଼ିକ ଘଷି ତୀକ୍ଷ୍ଣ କରାଯାଏ
ഉദാഹരണം :
କମାର ଉହାରେ କରତର ଦାନ୍ତ ପଜଉଛି
മറ്റ് ഭാഷകളിലേക്കുള്ള വിവർത്തനം :
वह रेती जिससे आरे आदि के दाँतों को रगड़कर तेज बनाया जाता है।
लुहार कनासी से आरे में दाँत बना रहा है।അർത്ഥം : ଯେଉଁ ଭାଟିକୁ କମାର ଲୁହାଆଦିର ଉପକରଣ, ବସ୍ତୁଆଦି ତିଆରି କଲାବେଳେ ବ୍ୟବହାର କରେ
ഉദാഹരണം :
କମାର ଉହା ଜଳାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
वह भट्ठी जिसका प्रयोग लुहार लोहे आदि के उपकरण, वस्तु आदि बनाने में करता है।
लुहार लुहारी भट्ठी को जला रहा है।Furnace consisting of a special hearth where metal is heated before shaping.
forgeഅർത്ഥം : ଯେଉଁ ଖାତରେ କୁମ୍ଭାର ମାଟିର ପାତ୍ର ପୋଡ଼ି ଥାଏ
ഉദാഹരണം :
ଉହାରେ ପୋଡ଼ି ପାତ୍ର ଟାଣ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
A furnace for firing or burning or drying such things as porcelain or bricks.
kilnഅർത്ഥം : ନାକର ଗୋଟିଏ ରୋଗ
ഉദാഹരണം :
ଉହା ରୋଗରେ ନାକରୁ ଦୁର୍ଗନ୍ଧ ରକ୍ତ ବାହାରେ
പര്യായപദങ്ങൾ : ଉହା ରୋଗ
മറ്റ് ഭാഷകളിലേക്കുള്ള വിവർത്തനം :