അർത്ഥം : ସଂକ୍ଷିପ୍ତ ରୂପରେ କୁହାଗଲେବି ଯାହାର ବହୁତ ଗୁଢ଼ ଅର୍ଥ ଥାଏ
ഉദാഹരണം :
ଗୁରୁଜୀଙ୍କଠାରୁ ମୋତେ ବଞ୍ଚିବାର ସୂତ୍ର ମିଳିଲା
പര്യായപദങ്ങൾ : ସୂତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
थोड़े शब्दों में कहा हुआ वह पद या वचन जिसमें बहुत और गूढ़ अर्थ हों।
गुरुजी से मुझे जीवन जीने का सूत्र मिल गया।അർത്ഥം : କୌଣସି ବିଶେଷ ପରିସ୍ଥିତିରେ ହଠାତ ମୁଣ୍ଡକୁ ଆସୁଥିବା ସ୍ପଷ୍ଟ ବିଚାର
ഉദാഹരണം :
ଏବେ କୌଣସି ଉପାୟ ହିଁ ଏହି ସମସ୍ୟାରୁ ରକ୍ଷା କରିପାରିବ
മറ്റ് ഭാഷകളിലേക്കുള്ള വിവർത്തനം :
किसी विशेष परिस्थिति आदि में अचानक दिमाग में आने वाला स्पष्ट विचार।
कोई सूझ ही अब हमें इस समस्या से बचा सकती है।അർത്ഥം : ସେହି କାର୍ଯ୍ୟ ବା ପ୍ରଯତ୍ନ ବା ସାଧନ ଯାହାଦ୍ୱାରା ଅଭୀଷ୍ଟକୁ ପ୍ରାପ୍ତ କରିହୁଏ
ഉദാഹരണം :
ଏପରି ଏକ ଉପାୟ ବତାନ୍ତୁ, ଯାହାଦ୍ୱାରା ଏହି କାର୍ଯ୍ୟ ସହଜ ହୋଇପାରିବ
പര്യായപദങ്ങൾ : ପ୍ରଯତ୍ନ, ବାଟ, ବିଧି, ମାର୍ଗ, ଯତ୍ନ, ରାସ୍ତା, ସାଧନ
മറ്റ് ഭാഷകളിലേക്കുള്ള വിവർത്തനം :
वह कार्य या प्रयत्न जिससे अभीष्ट तक पहुँचा जाए।
कोई ऐसा उपाय बताइए जिससे यह काम आसानी से हो जाए।അർത്ഥം : ସାମନାକୁ ଆସୁଥିବା ଦୁଇଟି କିମ୍ବା ଅଧିକ ଏଭଳି କଥା ବା କାମଗୁଡ଼ିକ ମଧ୍ୟରୁ ଯେଉଁଥିରୁ ଗୋଟିଏକୁ ଗ୍ରହଣ କରାଯାଇପାରେ
ഉദാഹരണം :
ରୋଗୀକୁ ଅନ୍ୟ ଡାକ୍ତରଖାନାକୁ ନେବା ବ୍ୟତୀତ ଆଉ କିଛି ବିକଳ୍ପ ନାହିଁ
പര്യായപദങ്ങൾ : ବିକଳ୍ପ
മറ്റ് ഭാഷകളിലേക്കുള്ള വിവർത്തനം :
One of a number of things from which only one can be chosen.
What option did I have?.