പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଉପସଂହାର എന്ന വാക്കിന്റെ അർത്ഥവും ഉദാഹരണവും.

ଉପସଂହାର   ବିଶେଷ୍ୟ

അർത്ഥം : ସମାପ୍ତ ହେବା କ୍ରିୟା ବା ଭାବ

ഉദാഹരണം : ମହାତ୍ମାଗାନ୍ଧୀଙ୍କ ମୃତ୍ୟୁ ସହିତ ହିଁ ଗୋଟିଏ ଯୁଗର ଅବସାନ ଘଟିଲା

പര്യായപദങ്ങൾ : ଅନ୍ତ, ଅବସାନ, ଇତି, ଇତିଶ୍ରୀ, ପରିଶେଷ, ସମାପ୍ତି


മറ്റ് ഭാഷകളിലേക്കുള്ള വിവർത്തനം :

The act of ending something.

The termination of the agreement.
conclusion, ending, termination

അർത്ഥം : କୌଣସି ବସ୍ତୁଆଦିର ସମାପ୍ତ ହେବା ଅବସ୍ଥା ବା ଭାବ

ഉദാഹരണം : କଳିଯୁଗର ଅନ୍ତ ନିଶ୍ଚିତ

പര്യായപദങ്ങൾ : ଅନ୍ତ, ଅବସାନ, ଇତି, ଶେଷ, ସମାପ୍ତି

അർത്ഥം : କୌଣସି ବହିର ଶେଷରେ ଥିବା ଅଂଶ ଯେଉଁଥିରେ ତାର ଉଦ୍ଦେଶ୍ୟ ବିଷୟରେ ସଂକ୍ଷେପରେ କୁହାଯାଇଥାଏ

ഉദാഹരണം : ମୁଁ ଉପସଂହାର ପଢ଼ି ହିଁ ବୁଝିଯାଏ ଯେ ଉପନ୍ୟାସଟି କିପରି ହୋଇଥିବ


മറ്റ് ഭാഷകളിലേക്കുള്ള വിവർത്തനം :

किसी पुस्तक का अंतिम प्रकरण जिसमें उसका उद्देश्य संक्षेप में बतलाया गया हो।

मैं उपसंहार पढ़कर ही समझ जाती हूँ कि उपन्यास कैसा है।
उपसंहार

A short passage added at the end of a literary work.

The epilogue told what eventually happened to the main characters.
epilog, epilogue

അർത്ഥം : କୌଣସି ଘଟଣା ଆଦିର ନିଷ୍ପାଦନୀୟ ବା ଅନ୍ତିମ ଭାଗ

ഉദാഹരണം : ଏହି ପୁସ୍ତକର ଶେଷଭାଗ ପଢ଼ିବାପରେ ହିଁ ଆପଣ କୌଣସି ନିଷ୍କର୍ଷରେ ପହଞ୍ଚିବେ

പര്യായപദങ്ങൾ : ଅନ୍ତ, ଅନ୍ତିମ ଭାଗ, ଇତି, ଶେଷଭାଗ


മറ്റ് ഭാഷകളിലേക്കുള്ള വിവർത്തനം :

किसी घटना आदि का निष्पादनीय या अंतिम भाग।

इस पुस्तक का अंत पढ़ने के बाद ही आप किसी निष्कर्ष पर पहुँचेंगे।
अंत, अन्त, उपसंहार