അർത്ഥം : ବାହର ତତ୍ତ୍ୱ, କୀଟାଣୁଆଦିର କୌଣସି ସ୍ଥାନରେ ହୋଇଥିବା ଜମାଟ
ഉദാഹരണം :
ବର୍ଷା ଦିନରେ ସ୍ଥାନେ ସ୍ଥାନେ ଏକତ୍ରିତ ଜଳ କାରଣରୁ ରୋଗ ଜୀବାଣୁ, ମଶାଆଦିର ହେଉଥିବା ଉପନିବେଶ, ବେମାରୀର କାରଣ ହୋଇଥାଏ
പര്യായപദങ്ങൾ : କଲୋନୀ
മറ്റ് ഭാഷകളിലേക്കുള്ള വിവർത്തനം :
(microbiology) a group of organisms grown from a single parent cell.
colonyഅർത്ഥം : ଏକ ସ୍ଥାନରୁ ଅନ୍ୟ ଏକ ସ୍ଥାନକୁ ଯାଇ ବସବାସ କରିବା କ୍ରିୟା
ഉദാഹരണം :
ଇଂଗ୍ରେଜମାନଙ୍କ ଭାରତରେ ଉପନିବେଶ ଏହି ସମୟରେ ହୋଇଥିଲା ଯେତେବେଳେ ଭାରତ ଛୋଟ-ଛୋଟ ରାଜ୍ୟରେ ବିଭକ୍ତ ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
एक स्थान से दूसरे स्थान पर जाकर बसने की क्रिया।
अंग्रेजों का भारत में उपनिवेश उस समय हुआ जब भारत छोटे-छोटे राज्यों में विभक्त था।The movement of persons from one country or locality to another.
migrationഅർത്ഥം : ନିଜ ଘରଠାରୁ ଦୂରକୁ ଯାଇ ବସବାସ କରୁଥିବା ଲୋକସମୂହ ଯେଉଁମାନେ ସ୍ୱଦେଶ ସହ ସଂପର୍କ ଜାରି ରଖିଥାନ୍ତି
ഉദാഹരണം :
ଉପନିବେଶଙ୍କ ପାଖରେ ନିଜ ଦେଶର ରାଷ୍ଟ୍ରୀୟତା ରହିଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ରାଜନୈତିକ ରୂପରେ ଗୋଟିଏ ଦୂର ଦେଶଦ୍ୱାରା ନିୟନ୍ତ୍ରିତ ହେଉଥିବା ଏକ ଭୌଗଳିକ କ୍ଷେତ୍ର
ഉദാഹരണം :
ଏହି ଉପନିବେଶ ଆମେରିକାଦ୍ୱାରା ନିୟନ୍ତ୍ରିତ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅନ୍ୟ ସ୍ଥାନରୁ ଆସିଥିବା ଲୋକଙ୍କ ବସ୍ତି
ഉദാഹരണം :
ପ୍ରଥମେ ପ୍ରଥମେ ଇଂରେଜମାନେ ଭାରତରେ ଅନେକ ଜାଗାରେ ନିଜର ଉପନିବେଶ ସ୍ଥାପନ କରିଥିଲେ
പര്യായപദങ്ങൾ : କଲୋନି
മറ്റ് ഭാഷകളിലേക്കുള്ള വിവർത്തനം :