അർത്ഥം : କୌଣସି ବନ୍ଧନ ବା କାମରୁ ମୁକ୍ତ ହେବା
ഉദാഹരണം :
ମୁନିଋଷି ମାନେ ନିଜ ସାଧନା ବଳରେ ସଂସାରିକ ଦୁଃଖରୁ ନିଜକୁ ମୁକ୍ତ କରିଥିଲେ
പര്യായപദങ്ങൾ : ଉଦ୍ଧାର ପାଇବା, ନିସ୍ତାର ପାଇବା, ମୁକ୍ତ କରିବା, ମୁକ୍ତି ପାଇବା
മറ്റ് ഭാഷകളിലേക്കുള്ള വിവർത്തനം :
किसी बंधन या काम से मुक्त होना।
ऋषि अपनी साधना के बल पर संसार के दुःखों से उबरता है।Bring into safety.
We pulled through most of the victims of the bomb attack.അർത്ഥം : ଛାଡ଼ିବା କାମ ଅନ୍ୟ କାହାଦ୍ୱାରା କରାଇବା
ഉദാഹരണം :
ମୋହନ ସୋହନକୁ ସିପାହୀଠାରୁ ମୁକ୍ତି କରାଇଲା
പര്യായപദങ്ങൾ : ପରିତ୍ରାଣ କରାଇବା, ମୁକ୍ତି କରାଇବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିସ୍ତାର ବା ଉଦ୍ଧାର କରିବା
ഉദാഹരണം :
ସେ ମୋତେ ଏହି ବିପଦରୁ ଉଦ୍ଧାର କଲା
പര്യായപദങ്ങൾ : ଉତ୍ତାରିବା, ବାହାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭବବାଧା ଦୂରକରିବା
ഉദാഹരണം :
ଭଗବାନ ହିଁ ଆମ ସମସ୍ତଙ୍କୁ ତାରିବେ
പര്യായപദങ്ങൾ : ଉଦ୍ଧାରିବା, ତାରଣ କରିବା, ତାରିବା, ନିସ୍ତାର କରିବା, ମୁକ୍ତିଦେବା
മറ്റ് ഭാഷകളിലേക്കുള്ള വിവർത്തനം :
भव बाधा दूर करना या भव बंधन से मुक्त रखना।
भगवान ही हम सबको तारेंगे।