അർത്ഥം : ସୁରକ୍ଷିତ ହେବା ବା ରହିବା ଅବସ୍ଥା
ഉദാഹരണം :
ଆଜିକାଲି ସମାଜର ସୁରକ୍ଷା ବିପଦ ଗ୍ରସ୍ତନେତା ନିଜର ଓ ନିଜ ପରିବାରର ସୁରକ୍ଷା ଦୃଷ୍ଟିରୁ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
सुरक्षित होने या रहने की अवस्था।
आज समाज की सुरक्षितता खतरे में है।The state of being certain that adverse effects will not be caused by some agent under defined conditions.
Insure the safety of the children.അർത്ഥം : ମୃତ୍ୟୁର ଫଳସ୍ବରୂପ ସାଂସାରିକ କଷ୍ଟଭୋଗର ସମାପ୍ତି ଅଥବା ଏଥିରୁ ମିଳୁଥିବା ମୁକ୍ତି
ഉദാഹരണം :
କ୍ଷୀଣରୋଗରେ ପୀଡିତ ଜୀବନରୁ ସେ ଦିନରାତି ମୁକ୍ତି କାମନା କରୁଛି
മറ്റ് ഭാഷകളിലേക്കുള്ള വിവർത്തനം :
The act of reducing something unpleasant (as pain or annoyance).
He asked the nurse for relief from the constant pain.അർത്ഥം : ମୁକ୍ତକରିବା ବା ହେବାର ଅବସ୍ଥା ବା ଭାବ
ഉദാഹരണം :
ଆମେରିକାରେ ଦାସ ମୁକ୍ତିର ଶ୍ରେୟ ଆବ୍ରାହମ ଲିଙ୍କନଙ୍କୁ ଦିଆଯାଏ
പര്യായപദങ്ങൾ : ନିବୃତ୍ତି, ବନ୍ଧନ, ବିମୁକ୍ତି, ମୁକ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
The condition of being free. The power to act or speak or think without externally imposed restraints.
freedomഅർത്ഥം : ଜବତ୍ ହୋଇଥିବା ବା ହଜି ଯାଇଥିବା, ଚୋରି ଯିବା ବା ମିଳୁନଥିବା ଜିନିଷ ପାଇବାର କ୍ରିୟା
ഉദാഹരണം :
ଚୋରିଯାଇଥିବା ଲକ୍ଷାଧିକ ଟଙ୍କାର ଆଭୂଷଣକୁ ପୁଲିସ୍ ଉଦ୍ଧାର କରିଥିବା ଖବର ମିଳୁଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମୁକ୍ତି ପାଇବାର କ୍ରିୟା
ഉദാഹരണം :
ଈଶ୍ୱର ସାଧନା ହିଁ ଜଗତରୁ ମୁକ୍ତି ପାଇବାର ସାଧନ
പര്യായപദങ്ങൾ : ନିସ୍ତାର, ମୁକ୍ତି, ମୋକ୍ଷ
മറ്റ് ഭാഷകളിലേക്കുള്ള വിവർത്തനം :
Recovery or preservation from loss or danger.
Work is the deliverance of mankind.അർത്ഥം : କୌଣସି ଜିନିଷକୁ ଆହୁରି ଭଲ ବା ଅଧିକ ଉପଯୋଗୀ କରିବା ବା କରାଇବା କାର୍ଯ୍ୟ
ഉദാഹരണം :
ଏହି କାର୍ଯ୍ୟରେ ସୁଧାରର ମଧ୍ୟ ଆବଶ୍ୟକତା ରହିଛି ଡାକ୍ତରଙ୍କ ହାତରେ ରୋଗୀଙ୍କର ଉଦ୍ଧାର ହୋଇଥାଏ
പര്യായപദങ്ങൾ : ସୁଧାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କଷ୍ଟ ବା ବିପତ୍ତିଆଦିରୁ ବଞ୍ଚାଇବା ବା ଉଦ୍ଧାରିବା କାମ
ഉദാഹരണം :
ଏକମାତ୍ର ଈଶ୍ୱର ହିଁ ଆମ ସମସ୍ତଙ୍କର ଉଦ୍ଧାର କରିବାବାଲା
പര്യായപദങ്ങൾ : ତାରଣ, ନିସ୍ତାର, ମୁକ୍ତି, ରକ୍ଷା
മറ്റ് ഭാഷകളിലേക്കുള്ള വിവർത്തനം :
Recovery or preservation from loss or danger.
Work is the deliverance of mankind.