പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଉଦ୍ଦେଶ୍ୟ എന്ന വാക്കിന്റെ അർത്ഥവും ഉദാഹരണവും.

ଉଦ୍ଦେଶ୍ୟ   ବିଶେଷ୍ୟ

അർത്ഥം : ସେହି ବିଚାର ଯାହା ପୂରଣ କରିବାପାଇଁ କୌଣସି କାମ କରାଯାଏ

ഉദാഹരണം : ଏହି କାମ କରିବା ପଛରେ ଆପଣଙ୍କର କି ଉଦ୍ଦେଶ୍ୟ ଅଛି? ନିଜ ଉଦ୍ଦେଶ୍ୟ ପୂରଣ କ୍ଷେତ୍ରରେ ଆପଣଙ୍କର ସମୟ ନଷ୍ଟକରିବା ଉଚିତ୍‌ ନୁହେଁ

പര്യായപദങ്ങൾ : ଅଭିପ୍ରାୟ, ଆବଶ୍ୟକତା, ପ୍ରୟୋଜନ, ମତଲବ୍‌, ଲକ୍ଷ


മറ്റ് ഭാഷകളിലേക്കുള്ള വിവർത്തനം :

वह विचार जिसे पूरा करने के लिए कोई काम किया जाए।

इस काम को करने के पीछे आपका क्या उद्देश्य है?
अपने उद्देश्य से आपको भटकना नहीं चाहिए।
अनुबंध, अनुबन्ध, अपदेश, अभिप्राय, आवश्यकता, आशय, इष्ट, उद्देश्य, उपलक्ष्य, कारण, तुक, ध्येय, निमित्त, नियत, नीयत, प्रयोजन, मंशा, मंसा, मकसद, मक़सद, मतलब, मनसा, मिशन, मुद्दा, लक्ष्य, समायोग, साध्य, हेतु

The state of affairs that a plan is intended to achieve and that (when achieved) terminates behavior intended to achieve it.

The ends justify the means.
end, goal

അർത്ഥം : ବ୍ୟାକରଣରେ ଯାହା ବିଷୟରେ କିଛି କୁହାଯାଏ

ഉദാഹരണം : ରାମ ଜଣେ ଭଲ ପିଲା, ଏଥିରେ ରାମ ଉଦ୍ଦେଶ୍ୟ


മറ്റ് ഭാഷകളിലേക്കുള്ള വിവർത്തനം :

व्याकरण में वह जिसके संबंध में कुछ कहा जाए।

राम एक अच्छा लड़का है में राम उद्देश्य है।
आश्रय, उद्देश्य

(grammar) one of the two main constituents of a sentence. The grammatical constituent about which something is predicated.

subject

അർത്ഥം : ନିଜ ଉଦ୍ଦେଶ୍ୟ ବା ଆବଶ୍ୟକତା

ഉദാഹരണം : ଏଠାକୁ ଆସିବା ପଛରେ ଶ୍ୟାମର କିଛି ସ୍ୱାର୍ଥ ଅଛି ସମାଜ କଲ୍ୟାଣ ନିମନ୍ତେ ସ୍ୱାର୍ଥରୁ ଉପରକୁ ଉଠି କାମ କରିବା ଆବଶ୍ୟକ

പര്യായപദങ്ങൾ : ଗରଜ, ଲାଭ, ସ୍ୱାର୍ଥ


മറ്റ് ഭാഷകളിലേക്കുള്ള വിവർത്തനം :

अपना उद्देश्य या प्रयोजन।

यहाँ आने के पीछे श्याम का कुछ स्वार्थ है।
अपरती, आपकाज, गरज, ग़रज़, स्वारथ, स्वार्थ

Concern for your own interests and welfare.

egocentrism, egoism, self-centeredness, self-concern, self-interest