അർത്ഥം : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
ഉദാഹരണം :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
പര്യായപദങ്ങൾ : ଆଦର୍ଶ, ଡିଜାଇନ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ
മറ്റ് ഭാഷകളിലേക്കുള്ള വിവർത്തനം :
A model considered worthy of imitation.
The American constitution has provided a pattern for many republics.അർത്ഥം : କୌଣସି ପଦାର୍ଥର ରୂପ, ଗୁଣଆଦି ପରିଚୟ କରାଇବାପାଇଁ ତନ୍ମଧ୍ୟରୁ ବାହାର କରାଯାଇଥିବା କିଛି ଅଂଶ
ഉദാഹരണം :
କୃଷକ ଶସ୍ୟର ନମୂନା ସେଠ୍କୁ ଦେଖେଇଲା କଥାକାର ସୁରେନ୍ଦ୍ର ମହାନ୍ତିଙ୍କ ଭାଷାର ଏକ ଉଦାହରଣ ଦେଖନ୍ତୁ
പര്യായപദങ്ങൾ : ନମୂନା, ସାମ୍ପଲ୍
മറ്റ് ഭാഷകളിലേക്കുള്ള വിവർത്തനം :
A small part of something intended as representative of the whole.
sample