അർത്ഥം : ପାଣିରେ ହେଉଥିବା ଏକ ଗଛର ଫୁଲ ଯାହା ବହୁତ ସୁନ୍ଦର ଦେଖାଯାଏ
ഉദാഹരണം :
ପୋଖରୀରେ କେତେ ରଙ୍ଗର ପଦ୍ମଫୁଲ ଫୁଟିଛି କମଳ ଯୋଗୁଁ ସରୋବରର ଶୋଭା ବଢ଼ିଯାଏ|
പര്യായപദങ്ങൾ : କମଳ, ନଳିନ, ପଦ୍ମ
മറ്റ് ഭാഷകളിലേക്കുള്ള വിവർത്തനം :
पानी में होने वाले एक पौधे का पुष्प जो बहुत ही सुन्दर होता है।
सरोवर में कई रंगों के कमल खिले हुए हैं।