പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଉତ୍ପନ୍ନ କରିବା എന്ന വാക്കിന്റെ അർത്ഥവും ഉദാഹരണവും.

ଉତ୍ପନ୍ନ କରିବା   କ୍ରିୟାପଦ

അർത്ഥം : କୌଣସି ବସ୍ତୁ ନିର୍ମାଣ କରିବା

ഉദാഹരണം : ନଦୀରେ ବନ୍ଧବାନ୍ଧି ବିଜୁଳୀ ଉତ୍ପାଦନ କରାଯାଏ

പര്യായപദങ്ങൾ : ଉତ୍ପାଦନ କରିବା, ନିଷ୍ପନ୍ନ କରିବା, ସୃଷ୍ଟିକରିବା


മറ്റ് ഭാഷകളിലേക്കുള്ള വിവർത്തനം :

किसी वस्तु आदि का निर्माण करना।

नदी पर बाँध बनाकर बिजली का उत्पादन किया जाता है।
अवतारना, उतपाना, उत्पन्न करना, उत्पादन करना, पैदा करना

Bring forth or yield.

The tree would not produce fruit.
bring forth, produce

അർത്ഥം : ଗର୍ଭରୁ ପିଲା ପ୍ରସବ ହେବା

ഉദാഹരണം : ସେ ସାତଟି ପିଲା ଜନ୍ମ କଲା କିନ୍ତୁ ଗୋଟିଏ ବି ସୁପାତ୍ର ହେଲା ନାହିଁ

പര്യായപദങ്ങൾ : ଜନ୍ମ ଦେବା, ଜନ୍ମକରିବା, ପ୍ରସବ କରିବା


മറ്റ് ഭാഷകളിലേക്കുള്ള വിവർത്തനം :

गर्भ से बच्चा बाहर निकालना।

उसने सात बच्चे पैदा किए पर एक भी सुपात्र नहीं निकला।
उत्पन्न करना, जनना, जनमाना, जन्म देना, जन्माना, पैदा करना

Cause to be born.

My wife had twins yesterday!.
bear, birth, deliver, give birth, have

അർത്ഥം : କରିବା ବା ଯେପରି କିଛି କଲେ କୌଣସି ଅବସ୍ଥା ବା ଭାବ ଆଦି ଉତ୍ପନ୍ନ ହେବା

ഉദാഹരണം : ଆପଣ ଏକ ମସ୍ତବଡ଼ ଭୁଲ୍ କରୁଛନ୍ତି

പര്യായപദങ്ങൾ : ଉତ୍ପତି କରିବା, କରିବା, ଜନ୍ମ କରିବା, ଜାତ କରିବା, ସୃଷ୍ଟି କରିବା


മറ്റ് ഭാഷകളിലേക്കുള്ള വിവർത്തനം :

* करना या कुछ ऐसा करना जिससे कोई अवस्था आदि बन जाए या कोई भाव आदि उत्पन्न हो।

आप एक बहुत बड़ी गलती कर रहे हैं।
करना

Carry out or commit.

Make a mistake.
Commit a faux-pas.
make