അർത്ഥം : ରାଜା ବିରାଟଙ୍କ ପୁତ୍ର
ഉദാഹരണം :
ଉତ୍ତର କୁମାରଙ୍କ ଭଉଣୀ ଉତ୍ତରାଙ୍କ ବିବାହ ଅଭିମନ୍ୟୁଙ୍କ ସହିତ ହୋଇଥିଲା
പര്യായപദങ്ങൾ : ଉତ୍ତର କୁମାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ପ୍ରଶ୍ନ ବା କଥା ଶୁଣି ତାହାର ସମାଧାନ କରିବା ନିମନ୍ତେ କୁହାଯାଇଥିବା କଥା
ഉദാഹരണം :
ଆପଣ ମୋ ପ୍ରଶ୍ନର ଉତ୍ତର ଦେଇନାହାନ୍ତି
പര്യായപദങ്ങൾ : ଜବାବ୍
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଗୋଟିଏ କାବ୍ୟାଳଙ୍କାର
ഉദാഹരണം :
ଉତ୍ତର ଅଳଙ୍କାରରେ ଉତ୍ତର ଶୁଣିଲାମାତ୍ରେ ପ୍ରଶ୍ନକୁ ଅନୁମାନ କରାଯାଏ
പര്യായപദങ്ങൾ : ଉତ୍ତର ଅଳଙ୍କାର
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦକ୍ଷିଣ ଦିଗର ସମ୍ମୁଖସ୍ଥ ଦିଗ
ഉദാഹരണം :
ଭାରତର ଉତ୍ତରରେ ହିମାଳୟ ପର୍ବତ ବିରାଜମାନ
പര്യായപദങ്ങൾ : ଉତ୍ତର ଦିଗ, ଉତ୍ତର ଦିଶା, ଉଦୀଚୀ
മറ്റ് ഭാഷകളിലേക്കുള്ള വിവർത്തനം :
दक्षिण दिशा के सामने की दिशा।
भारत के उत्तर में हिमालय पर्वत विराजमान है।അർത്ഥം : ଉତ୍ତର ଦିଗରେ ଥିବା ପ୍ରଦେଶ
ഉദാഹരണം :
ମହେଶ ଉତ୍ତରର ବାସିନ୍ଦା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ଶୂନ୍ୟଠାରୁ ତିନିଶହ ଷାଠିଏ ଡିଗ୍ରୀ ଉପରେ ହୋଇଥାଏ
ഉദാഹരണം :
ଉତ୍ତର ସର୍ବଦା ଉତ୍ତର ଦିଗଆଡ଼କୁ ହିଁ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
* दिक्सूचक-यंत्र का वह प्रधान बिन्दु जो शून्य या तीन सौ साठ डिग्री पर होता है।
उत्तर हमेशा उत्तर दिशा की ओर ही होता है।അർത്ഥം : ବୈଦିକ କାଳର ଗୋଟିଏ ଗୀତ
ഉദാഹരണം :
ଗାୟକ ଉତ୍ତର ବିଷୟରେ ଅଧିକ ଜାଣିବାକୁ ଚାହାନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉତ୍ତର ଦିଗ ସହ ସମ୍ବନ୍ଧିତ
ഉദാഹരണം :
ଉତ୍ତର ଆମେରିକାର ଅନେକ ଦେଶ ଉନ୍ନତ
മറ്റ് ഭാഷകളിലേക്കുള്ള വിവർത്തനം :