അർത്ഥം : ତଲୱାରର ବତିଶ ପ୍ରକାର ଚାଳନାରୁ ଏକ
ഉദാഹരണം :
ଖଡ୍ଗଧାରୀ ଉତ୍ତମରୂପେ ନିପୁଣ ଅଟେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେ ବହୁତ ଭଲ
ഉദാഹരണം :
ରାମଚରିତ ମାନସ ଗୋସ୍ୱାମୀ ତୁଳସୀଦାସଙ୍କର ଏକ ଶ୍ରେଷ୍ଠ କୃତି
പര്യായപദങ്ങൾ : ଉତ୍କୃଷ୍ଟ, ପ୍ରକୃଷ୍ଟ, ଶ୍ରେଷ୍ଠ, ସବୁଠୁ ଭଲ
മറ്റ് ഭാഷകളിലേക്കുള്ള വിവർത്തനം :
जो बहुत अच्छा हो।
राम चरित मानस गोस्वामी तुलसीदास की एक उत्तम कृति है।അർത്ഥം : ଯାହା ଗୁଣବତ୍ତାସହ ଯୁକ୍ତ
ഉദാഹരണം :
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ ବହୁତ ଦିନ ଚଳେ
പര്യായപദങ്ങൾ : ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ୱିତ, ଭଲ
മറ്റ് ഭാഷകളിലേക്കുള്ള വിവർത്തനം :
जो गुणवत्ता से युक्त हो।
गुणवत्तायुक्त उपकरण महँगे तो होते हैं मगर चलते भी बहुत हैं।അർത്ഥം : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
ഉദാഹരണം :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
Having desirable or positive qualities especially those suitable for a thing specified.
Good news from the hospital.