അർത്ഥം : ଗାଈ, ମଈଷି, ଘୋଡ଼ା ଆଦି ଗରମ ହେବା
ഉദാഹരണം :
କାଲିଠୁ ଗାଈର ଗରମ ଉଠିଛି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଖାତାଆଦିରେ ଲେଖିବା
ഉദാഹരണം :
ବକେୟା ଧନରାଶି ଆପଣଙ୍କ ଖାତାରେ ଚଢ଼ି ଗଲାଣି ଭୋଟର ତାଲିକାରେ ଆପଣଙ୍କ ନାଁ ଉଠିଗଲାଣି
പര്യായപദങ്ങൾ : ଚଢ଼ିଯିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ତଳୁ ଉପର ଆଡ଼କୁ ଯିବା
ഉദാഹരണം :
ଜେଜେମା ଏବେ ବି ଭାରିଫୁର୍ତ୍ତିରେ ସିଡ଼ି ଚଢ଼ୁଛନ୍ତି
പര്യായപദങ്ങൾ : ଆରୋହଣ କରିବା, ଚଢ଼ିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ପଦ,ମର୍ଯ୍ୟାଦା,ବର୍ଗ ଆଦିରେ ବଢ଼ିବା
ഉദാഹരണം :
ତାର ପ୍ରଖର ବୁଦ୍ଧି ଯୋଗୁଁ ସେ ଏକାଥରକେ ପଞ୍ଚମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀକୁ ଉଠିଗଲା
മറ്റ് ഭാഷകളിലേക്കുള്ള വിവർത്തനം :
पद, मर्यादा, वर्ग आदि में बढ़ना।
अपनी तीक्ष्ण बुद्धि के कारण वह एकदम से पाँचवीं से आठवीं कक्षा में चढ़ गया।അർത്ഥം : ପ୍ରଥମରୁ ଅଧିକ ଉଚ୍ଚ ଯାଏ ପହଞ୍ଚିଥିବା ବିସ୍ତାରର ଏପରି ଏକ ସ୍ଥିତି
ഉദാഹരണം :
ବିଦ୍ୟାଳୟର ବିମ୍ ଅଣ୍ଟା ପର୍ଯ୍ୟନ୍ତ ଉଠିସାରିଛି
പര്യായപദങ്ങൾ : ଉଚ୍ଚା ହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘର ବା କାନ୍ଥ ତିଆରି ହେବା
ഉദാഹരണം :
ରାୟପୁରରେ ଆମର ଦୁଇ ମହଲା ଘର ଉଠୁଛି
പര്യായപദങ്ങൾ : ତିଆରି ହେବା, ବନାହେବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉତ୍ପନ୍ନ ହେବା
ഉദാഹരണം :
ଯେମିତି ଟଙ୍କା କଥା ଉଠିଲା, ସେ ଲୋକମାନେ ଖସିଗଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଧ୍ୟାନରେ ଆସିବା ବା ସ୍ମରଣ କରିବା
ഉദാഹരണം :
ମୋ ମନରେ ଏହି କଥା ଉଠିଲା କି ଆଜିକାଲି ମୀନା ବିଦ୍ୟାଳୟ କାହିଁକି ଆସୁନି?
പര്യായപദങ്ങൾ : ଉଇଁଲା, ଉଙ୍କିମାରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ନିଦରୁ ଉଠିବା
ഉദാഹരണം :
ମୁଁ ଆଜି ସକାଳ ସାତଟାରେ ଉଠିଲି
പര്യായപദങ്ങൾ : ଆଖି ଖୋଲିବା, ଜାଗିବା, ଶୋଇକି ଉଠିବା
മറ്റ് ഭാഷകളിലേക്കുള്ള വിവർത്തനം :