അർത്ഥം : କଥାବସ୍ତୁଆଦି ଆରମ୍ଭ କରିବା
ഉദാഹരണം :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
പര്യായപദങ്ങൾ : ଆରମ୍ଭ କରିବା, ବାହାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Take the first step or steps in carrying out an action.
We began working at dawn.അർത്ഥം : ଉପର ଆଡ଼କୁ ସଙ୍କୁଚିତ ହେବା
ഉദാഹരണം :
ହାତ ଧୋଇବାପାଇଁ ସେ ତା କମିଜକୁ ବାହୁଉପରକୁ ଉଠାଇଲା
പര്യായപദങ്ങൾ : ଊର୍ଦ୍ଧ୍ୱଗାମୀ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଉଚ୍ଚା କରିବା
ഉദാഹരണം :
ମୁଁ ଅଭିବାଦନ କରିବାରୁ ଟେବୁଲ ଉପରେ ଝୁଙ୍କି କାମ କରୁଥିବା ଆକାଉଣ୍ଟାଣ୍ଟ ମୁଣ୍ଡ ଉଠାଇଲେ
പര്യായപദങ്ങൾ : ଉପରକୁକରିବା, ଟେକିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
ഉദാഹരണം :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
പര്യായപദങ്ങൾ : ଆରମ୍ଭ କରିବା
അർത്ഥം : ସ୍ଥାନ ତ୍ୟାଗ କରିବା
ഉദാഹരണം :
ସେ ନିଜେ ବସିବାପାଇଁ ସୋହନକୁ ଚଉକି ଉପରୁ ଉଠାଇଲେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଭଡ଼ାରେ ଦେବା
ഉദാഹരണം :
ମୁଁ ମୋ ଘରର ଅଧା ଭାଗ ଭଡାରେ ଉଠାଇଛି
മറ്റ് ഭാഷകളിലേക്കുള്ള വിവർത്തനം :
भाड़े या किराये पर देना।
मैंने अपने मकान का आधा हिस्सा भाड़े पर उठाया है।അർത്ഥം : କ୍ୟାମେରାରେ ଫୋଟୋ ଉଠେଇବା
ഉദാഹരണം :
ରୂପେନ୍ଦ୍ର ବହୁତ ଭଲ ଫଟ ଉଠାଏ
പര്യായപദങ്ങൾ : ଫଟ ଉଠାଇବା, ଫୋଟୋ ଉଠାଇବା
മറ്റ് ഭാഷകളിലേക്കുള്ള വിവർത്തനം :
कैमरे से फोटो लेना।
रुपेन्द्र बहुत बढ़िया फोटो खींचता है।Record on photographic film.
I photographed the scene of the accident.അർത്ഥം : ପଦ, ମର୍ଯାଦା, ବର୍ଗଆଦିରେ ବଢ଼ାଇବା
ഉദാഹരണം :
ତାକୁ ଏକାଥରକେ ଷଷ୍ଠଶ୍ରେଣୀକୁ ଉଠାଇଲେ ଅଧ୍ୟାପକ ତାକୁ ବହୁତ ଉପରେ ରଖିଛନ୍ତି
പര്യായപദങ്ങൾ : ଉଚ୍ଚରେ ରଖିବା, ଉପରେ ରଖିବା, ଚଢ଼ାଇବା, ଶୀର୍ଷରେ ରଖିବା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଘର ବା କାନ୍ଥ ଆଦି ତିଆରି କରିବା
ഉദാഹരണം :
ମିସ୍ତ୍ରୀ ଓ ଶ୍ରମିକମାନେ ଏବେ କାନ୍ଥ ଉଠାଉଛନ୍ତି
പര്യായപദങ്ങൾ : ତିଆରି କରିବା, ନିର୍ମାଣ କରିବା
മറ്റ് ഭാഷകളിലേക്കുള്ള വിവർത്തനം :