അർത്ഥം : ପ୍ରଥା ଆଦିର ଅନ୍ତ କରିବା
ഉദാഹരണം :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
പര്യായപദങ്ങൾ : ଉଠେଇବା, ବନ୍ଦକରିବା, ସମାପ୍ତକରିବା, ହଟେଇବା
മറ്റ് ഭാഷകളിലേക്കുള്ള വിവർത്തനം :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।