അർത്ഥം : ଏକ ପ୍ରକାର ଘାସରୁ ପ୍ରାପ୍ତ ଗଣ୍ଠିଭଳି ଏକ ଫୁଲ
ഉദാഹരണം :
ଉଗ୍ରଗନ୍ଧା ଫୁଲ ଶୁଙ୍ଘିଲେ ଛିଙ୍କ ଆସେ
പര്യായപദങ്ങൾ : ଉଗ୍ରଗନ୍ଧା ଫୁଲ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ବିଶେଷକରି ସନ୍ତସନ୍ତିଆ ଭୂମି ଅବା ନଦୀନାଳର ପଠାରେ ମିଳୁଥିବା ଏକ ଔଷଧୀୟ ବୃକ୍ଷ
ഉദാഹരണം :
ଘୋଡାବଚର ଚେରକୁ କାଶ, ମୂତ୍ରରୋଗ,ମାନସିକ ରୋଗ ଆଦିରେ ବ୍ୟବହାର କରାଯାଏ
പര്യായപദങ്ങൾ : ଘୋଡାବଚ, ବଚ, ଶତପର୍ଣ୍ଣିକା
മറ്റ് ഭാഷകളിലേക്കുള്ള വിവർത്തനം :
Perennial marsh plant having swordlike leaves and aromatic roots.
acorus calamus, calamus, flagroot, myrtle flag, sweet calamus, sweet flag