അർത്ഥം : ଜଣେ ଦାନବ
ഉദാഹരണം :
ପୁରାଣମାନଙ୍କରେ ଉଗ୍ରଙ୍କ ବର୍ଣ୍ଣନା ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପୂର୍ବାଫାଲ୍ଗୁନୀ, ପୂର୍ବାଷାଢା,ପୂର୍ବାଭାଦ୍ରପଦ, ମଘା ତଥା ଭରଣୀ ଏହି ପାଞ୍ଚଟି ନକ୍ଷତ୍ର
ഉദാഹരണം :
ଉଗ୍ର ନକ୍ଷତ୍ରମାନଙ୍କୁ ସ୍ବଭାବରୁହିଁ ପ୍ରବଳ ବୋଲି ବିଚାର କରାଯାଏ
മറ്റ് ഭാഷകളിലേക്കുള്ള വിവർത്തനം :
ज्योतिष के अनुसार पूर्वाफाल्गुनी, पूर्वाषाढ़ा, पूर्वाभाद्रपद, मघा तथा भरणी ये पाँचों नक्षत्र।
उग्र स्वभाव से ही प्रबल माने जाते है।അർത്ഥം : ଧୃତରାଷ୍ଟ୍ରଙ୍କର ଜଣେ ପୁତ୍ର
ഉദാഹരണം :
ମହାଭାରତରେ ଉଗ୍ରଙ୍କ ଉଲ୍ଲେଖ ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଶୂଦ୍ର ମାଆ ଏବଂ କ୍ଷତ୍ରିୟ ବାପାଙ୍କଠାରୁ ଉତ୍ପନ୍ନ ଗୋଟିଏ ପ୍ରାଚୀନ ସଙ୍କର ଜାତି
ഉദാഹരണം :
କୁହାଯାଏ ଯେ ଉଗ୍ର ଜାତିର ଲୋକମାନଙ୍କ ସ୍ବଭାବ ବହୁତ ଉଗ୍ର ତଥା କ୍ରୂର ଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
शूद्र माता और क्षत्रिय पिता से उत्पन्न एक प्राचीन संकर जाति।
कहा जाता है कि उग्र लोगों का स्वभाव बहुत उग्र तथा क्रूर था।അർത്ഥം : ତେଜ ବା ପ୍ରଖର
ഉദാഹരണം :
ଏହି କାମ କରିବା ନିମନ୍ତେ ତୀକ୍ଷ୍ଣ ବୁଦ୍ଧିର ଆବଶ୍ୟକତା ରହିଛି
പര്യായപദങ്ങൾ : ତୀକ୍ଷ୍ଣ, ତୀବ୍ର, ତେଜ, ପ୍ରଖର, ଶାଣିତ
മറ്റ് ഭാഷകളിലേക്കുള്ള വിവർത്തനം :
Having or demonstrating ability to recognize or draw fine distinctions.
An acute observer of politics and politicians.അർത്ഥം : ଯାହାକୁ ଦେଖିଲେ ଭୟ ବା ଡର ଲାଗେ
ഉദാഹരണം :
ମହିଷାସୁରକୁ ମାରିବାପାଇଁ ମା’ କାଳୀ ପ୍ରଚଣ୍ଡ ରୂପ ଧାରଣ କରିଥିଲେ ମାନସିଂହ ଜଣେ ଉଗ୍ର ଡାକୁ ଥିଲା
പര്യായപദങ്ങൾ : ପ୍ରଚଣ୍ଡ, ବିକଟ, ଭୀଷଣ, ଭୟଂକର, ଭୟଙ୍କର, ହିଂସ୍ର
മറ്റ് ഭാഷകളിലേക്കുള്ള വിവർത്തനം :
जो अपने आकार-प्रकार, रूप-रङ्ग आदि की भीपणता या विकरालता के कारण देखनेवालों के मन में आतङ्क, आशङ्का या भय का संचार करता हो। जिसे देखने से भय या डर लगे।
महिषासुर को मारने के लिए माँ काली ने भयानक रूप धारण किया।Causing fear or dread or terror.
The awful war.