അർത്ഥം : କୌଣସି ବସ୍ତୁ ବା ଜୀବ କ୍ରିୟାଶୀଳ ରହିବାର ସମୟ ସୀମା
ഉദാഹരണം :
ଅଧିକାଂଶ ବିଦ୍ୟୁତ ଉପକରଣଗୁଡ଼ିକର ସମୟ ସୀମା କମ୍ ହୋଇଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମୟ ଯାହାର ଗଣନା ଦିନ,ମାସ, ବର୍ଷଆଦିଦ୍ୱାରା ହୋଇଥାଏ
ഉദാഹരണം :
ମନୁଷ୍ୟର ହାରାହାରି ଆୟୁ ଷାଠିଏରୁ ସତୁରୀ ବର୍ଷ ତାଙ୍କର ଜୀବନ ଅନ୍ୟର ମଙ୍ଗଳରେ ହିଁ ବିତିଗଲା
പര്യായപദങ്ങൾ : ଆୟୁ କାଳ, ଇହକାଳ, ଜୀବନ, ଜୀବନକାଳ, ବୟସ
മറ്റ് ഭാഷകളിലേക്കുള്ള വിവർത്തനം :
जन्म से मृत्यु तक का समय जिसकी गणना दिनों, महीनों, वर्षों आदि में होती है।
मनुष्य की औसत आयु साठ से सत्तर वर्ष के बीच होती है।അർത്ഥം : ଜନ୍ମରୁ ଆରମ୍ଭ କରି ଏପର୍ଯ୍ୟନ୍ତ ଜୀବନ କାଳ ବା ବିତି ଯାଇଥିବା ଜୀବନ କାଳ
ഉദാഹരണം :
ଶ୍ୟାମ ମୋଠାରୁ ବୟସରେ ଦୁଇ ବର୍ଷ ବଡ଼ ଏହି ପ୍ରତିଯୋଗିତାରେ ଦଶ ବର୍ଷରୁ କମ ବୟସର ପିଲାଭାଗ ନେଇପାରିବେ ନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :