അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ସାମନା ବସ୍ତୁ ଦେଖା ନ ଯିବାପାଇଁ ରହିଥିବା ବନ୍ଧକ
ഉദാഹരണം : ରାମ ବାଳୀକୁ ଗଛ ଆଢ଼ୁଆଳରୁ ମାରିଲେ
പര്യായപദങ്ങൾ : ଅନ୍ତର୍ପଟ, ଆଢ଼ୁଆଳ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
ऐसी रोक जिससे सामने की वस्तु दिखाई न पड़े।
അർത്ഥം : ସଂଗୀତରେ ଅଷ୍ଟତାଳର ଗୋଟିଏ ପ୍ରକାର
ഉദാഹരണം : ସଂଗୀତକାର ଆଡ଼ ତାଳ ସଂପର୍କରେ ଜଣାଉଥିଲେ
പര്യായപദങ്ങൾ : ଆଡ଼ ତାଳ
संगीत में अष्टताल का एक प्रकार।
അർത്ഥം : ଯାହା ଦିଗ୍ବଳୟ ଠାରୁ ସମାନ ଦୂରତ୍ୱରେ ଅଛି
ഉദാഹരണം : ଦିଗ୍ବଳୟ ରେଖା ଏବଂ ଲମ୍ବରେଖାର ମିଳନ ବିନ୍ଦୁ ଠାରେ ନବେ ଡିଗ୍ରୀର କୋଣ ତିଆରି ହୁଏ
പര്യായപദങ്ങൾ : ଅନୁପ୍ରସ୍ଥ, ଦିଗ୍ବଳୟ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
जो क्षितिज के समान अन्तर पर हो।
Parallel to or in the plane of the horizon or a base line.
ഇൻസ്റ്റാൾ ചെയ്യുക