അർത്ഥം : ଭାତ, ରୁଟିଆଦି ସହିତ ଖିଆଯାଉଥିବା ପଦାର୍ଥ
ഉദാഹരണം :
ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ
മറ്റ് ഭാഷകളിലേക്കുള്ള വിവർത്തനം :
चावल, रोटी आदि के साथ खाये जाने वाले पदार्थ।
त्योहारों में तरह-तरह के व्यंजन बनाए जाते हैं।അർത്ഥം : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ
ഉദാഹരണം :
ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍ ବେଶି
പര്യായപദങ്ങൾ : ଅନ୍ନ, ଅର୍କ, ଆହାର ପଦାର୍ଥ, ଖାଦ୍ୟ, ଖାଦ୍ୟପଦାର୍ଥ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ
മറ്റ് ഭാഷകളിലേക്കുള്ള വിവർത്തനം :
खाने (या पीने) के काम आने वाली वस्तु जिससे शरीर को ऊर्जा मिले और शारीरिक विकास हो।
गाँव की अपेक्षा शहरों में खाद्य वस्तुएँ बहुत महँगी हैं।അർത്ഥം : ଖାଦ୍ୟ ଖାଇବା କ୍ରିୟା
ഉദാഹരണം :
ଭୋଜନ ପରେ ସେ ବିଶ୍ରାମ କରିବାକୁ ଗଲେ
പര്യായപദങ്ങൾ : ଅନ୍ନ ଗ୍ରହଣ, ଖାଦ୍ୟଗ୍ରହଣ, ଭୋଜନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ମାଂସାହାରୀ ଜୀବଜନ୍ତୁମାନଙ୍କ ଦ୍ବାରା ଭକ୍ଷଣ କରା ଯାଉଥିବା କୀଟ,ପଶୁ,ପକ୍ଷୀ ଆଦି
ഉദാഹരണം :
ଝିଟିପିଟି ନିଜ ଶିକାରକୁ ନିଜ ଜିଭରେ ଝାମ୍ପି ନେଲା
പര്യായപദങ്ങൾ : ଭକ୍ଷ ପଦାର୍ଥ, ଭୋଜନ, ଶିକାର
മറ്റ് ഭാഷകളിലേക്കുള്ള വിവർത്തനം :
मांसाहारी जीव-जन्तुओं द्वारा भक्षण किया जाने वाले कीट, पशु, पक्षी आदि।
छिपकली ने शिकार को अपनी जीभ से लपक लिया।The usual food and drink consumed by an organism (person or animal).
diet