അർത്ഥം : ପାନ ରଖାଯାଉଥିବା ଟୋକେଇ ତଳେ ବିଚ୍ଛା ଯାଉଥିବା ଆସ୍ତରଣ
ഉദാഹരണം :
ପାନେରା ପାନ ରଖିବା ପୂର୍ବରୁ ପାନଡାଲାରେ ଆସ୍ତରଣ ବିଚ୍ଛାଉଛି
മറ്റ് ഭാഷകളിലേക്കുള്ള വിവർത്തനം :
पान रखनेवाले टोकरे में नीचे बिछाई जानेवाली पत्तल।
तंबोली पान रखने से पहले टोकरे में पतरा बिछा रहा है।അർത്ഥം : ବିଛାଇବା, ଢାଙ୍କିବା, ବା ପ୍ରସାରଣ କ୍ରିୟା ବା ଭାବ
ഉദാഹരണം :
ମାଆ ବର୍ତ୍ତମାନ ଆସ୍ତରଣ କାମରେ ବ୍ୟସ୍ତ ଅଛନ୍ତି
പര്യായപദങ്ങൾ : ଆସ୍ତରଣ କାମ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯଜ୍ଞ ବେଦୀ ଉପରେ ପକାଯାଉଥିବା କୁଶ
ഉദാഹരണം :
ପଣ୍ଡିତେ ଆସ୍ତରଣ ଉପରେ କାଠ ସଜାଉଛନ୍ତି
മറ്റ് ഭാഷകളിലേക്കുള്ള വിവർത്തനം :