പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଆସନ୍ନପ୍ରସବା എന്ന വാക്കിന്റെ അർത്ഥവും ഉദാഹരണവും.

ଆସନ୍ନପ୍ରସବା   ବିଶେଷ୍ୟ

അർത്ഥം : ଯାହାଙ୍କ ସମୟ ହୋଇଗଲାଣି ବା ଯେ ବହୁତ ଶୀଘ୍ର ପିଲାକୁ ଜନ୍ମ ଦେବାକୁ ଯାଉଛନ୍ତି

ഉദാഹരണം : ହସ୍ପିଟାଲ୍‌ର ସେବିକାମାନେ ଆସନ୍ନପ୍ରସବାମାନଙ୍କର ଦେଖାଶୁଣା କରୁଛନ୍ତି


മറ്റ് ഭാഷകളിലേക്കുള്ള വിവർത്തനം :

वह जिसके गर्भ के दिन पूरे हो गए हों या जो बहुत ही जल्द बच्चे को जन्म देने वाली हो।

अस्पताल में परिचारिकाएँ आसन्नप्रसवाओं की देख-रेख कर रही हैं।
आसन्न प्रसवा, आसन्नप्रसवा

ଆସନ୍ନପ୍ରସବା   ବିଶେଷଣ

അർത്ഥം : ଯେଉଁ ଗର୍ଭିଣୀର ପ୍ରସବ ସମୟ ହୋଇଗଲାଣି ବା ଯେ ବହୁତ ଶୀଘ୍ର ସନ୍ତାନ ଜନ୍ମ ଦେବ

ഉദാഹരണം : ଆସନ୍ନପ୍ରସବା ମହିଳା କଷ୍ଟରେ ଚିତ୍କାର କରୁଛି


മറ്റ് ഭാഷകളിലേക്കുള്ള വിവർത്തനം :

जिसके दिन पूर गए हों या जो बहुत ही जल्द संतान को जन्म देने वाली हो (गर्भिणी)।

आसन्नप्रसवा महिला दर्द से चिल्ला रही है।
आसन्न प्रसवा, आसन्नप्रसवा

In an advanced stage of pregnancy.

Was big with child.
Was great with child.
big, enceinte, expectant, gravid, great, heavy, large, with child