അർത്ഥം : ରାଜନୈତିକ ଦୃଷ୍ଟିରେ ନିର୍ମିତ ଗୋଟିଏ ବିଶେଷ କ୍ଷେତ୍ର ଯେଊଁଠାରେ ଆଶାୟୀପ୍ରାର୍ଥୀ ନିର୍ବାଚନ ଲଢିଥାନ୍ତି
ഉദാഹരണം :
ବିହାର ବିଧାନସଭା ନିର୍ବାଚନରେ ସମସ୍ତ ଆସନ ଫଳାଫଳ ଜଣାପଡିଗଲାଣି
പര്യായപദങ്ങൾ : ସିଟ୍
മറ്റ് ഭാഷകളിലേക്കുള്ള വിവർത്തനം :
राजनीतिक दृष्टि से निर्मित एक विशेष क्षेत्र जहाँ से प्रत्याशी चुनाव लड़ते हैं।
बिहार विधान सभा चुनाव के सभी सीटों के नतीजे आ गए हैं।അർത്ഥം : ଯେଉଁ ବସ୍ତୁ ଉପରେ ବସିବା କାମ ହୁଏ
ഉദാഹരണം :
ଶିକ୍ଷକ ଆସିବାକ୍ଷଣି ଛାତ୍ରମାନେ ନିଜ ଆସନ ଛାଡ଼ି ଠିଆହୋଇଗଲେ
മറ്റ് ഭാഷകളിലേക്കുള്ള വിവർത്തനം :
वह वस्तु जिस पर बैठा जाता हो।
गुरुजी के स्वागत में बच्चे अपना आसन छोड़कर खड़े हो गये।അർത്ഥം : ବସିବାର କୌଣସି ବିଶିଷ୍ଟ ଢଙ୍ଗ ବା ମୁଦ୍ରା
ഉദാഹരണം :
ଖାଇବା ସମୟରେ ବସିବା ଢଙ୍ଗ ଉପରେ ଧ୍ୟାନ ଦେବା ଆବଶ୍ୟକ
പര്യായപദങ്ങൾ : ବସିବା ଢଙ୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ବସ୍ତ୍ର ଉପରେ ବସା ଯାଏ
ഉദാഹരണം :
ଗଜାନନ ଯୋଗ କରିବା ନିମନ୍ତେ ବସ୍ତ୍ରାସନ ବିଛାଉଛନ୍ତି
പര്യായപദങ്ങൾ : ବସ୍ତ୍ରାସନ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ଅଧିକାରୀ ଆସୀନ ହୋଇଥିବା ସ୍ଥାନ ବା ପଦ
ഉദാഹരണം :
ନେତା ନିଜର ପଦବୀ ଛାଡିବାକୁ ଚାହାଁନ୍ତିନାହିଁ
മറ്റ് ഭാഷകളിലേക്കുള്ള വിവർത്തനം :
वह स्थान या पद जिस पर कोई अधिकारी आसीन हो।
नेता अपनी कुर्सी छोड़ना ही नहीं चाहते।