അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ନିଜ ସେବା କରାଇବାପାଇଁ ଟଙ୍କା ଦେଇ କିଣା ଯାଇଥିବା ବ୍ୟକ୍ତି
ഉദാഹരണം : ପୂର୍ବକାଳରେ ଦାସମାନଙ୍କ କିଣାବିକା ହେଉଥିଲା
പര്യായപദങ്ങൾ : ଗୁଲାମ, ଦାସ, ସେବକ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
अपनी सेवा कराने के लिये मूल्य देकर खरीदा हुआ व्यक्ति।
A person who is owned by someone.
അർത്ഥം : ଅନ୍ୟର ସାହାରା ବା ଆଶ୍ରୟରେ ଠିଆ ହୋଇଥିବା ବା ଟେକି ହୋଇଥାଏ
ഉദാഹരണം : ନିର୍ଭରଶୀଳ ଗଛ ଅନ୍ୟ ଗଛ ଉପରେ ଆଶ୍ରିତ ହୋଇଥାନ୍ତି
പര്യായപദങ്ങൾ : ଅବଲମ୍ବିତ, ଅବଲମ୍ବୀ, ଆଧାରିତ, ନିର୍ଭରଶୀଳ
किसी के आधार, सहारे या आश्रय पर ठहरा या टिका हुआ।
Contingent on something else.
അർത്ഥം : ଯେ ଅନ୍ୟ ଉପରେ ଆଶ୍ରିତ
ഉദാഹരണം : ପ୍ରରାଶ୍ରିତ ଜୀବନ ବିତାଇବା ଉଚିତ୍ ନୁହେଁ
പര്യായപദങ്ങൾ : ଅବଲମ୍ବିତ, ପରାବଲମ୍ବୀ, ପରାଶ୍ରିତ, ପରାଶ୍ରୟୀ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
जो दूसरों पर अवलंबित हो।
ഇൻസ്റ്റാൾ ചെയ്യുക