അർത്ഥം : କୌଣସି ନୂଆ ବିଲକ୍ଷଣ ବା ଅସାଧାରଣ କଥା ଦେଖିକରି, ଶୁଣିକରି ବା ଧ୍ୟାନରେ ଆଣିବା ପରେ ମନରେ ସୃଷ୍ଟି ହେଉଥିବା ଭାବର ପ୍ରଦର୍ଶନ
ഉദാഹരണം :
ସର୍କସରେ ନଟ ଓ ନଟୀମାନଙ୍କ ଖେଳ ଦେଖି ପିଲାମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
പര്യായപദങ്ങൾ : ଚକିତହେବା, ତାଜୁବହେବା, ବିସ୍ମୟହେବା
മറ്റ് ഭാഷകളിലേക്കുള്ള വിവർത്തനം :
किसी नई, विलक्ष्ण या असाधारण बात को देखने, सुनने या ध्यान में आने पर मन में उठने वाला भाव, प्रदर्शित होना।
सर्कस में नट और नटी का खेल देखकर बच्चों को आश्चर्य हुआ।അർത്ഥം : କିଛି ଦେଖିକରି ଆଶ୍ଚର୍ଯ୍ୟରେ ପଡ଼ିବା
ഉദാഹരണം :
ପିଲାଦିନର ସାଙ୍ଗଙ୍କୁ ହଠାତ ଦୁଆରେ ଛିଡ଼ାହୋଇଥିବା ଦେଖିକରି ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ
പര്യായപദങ്ങൾ : ଆବାକାବା ହେବା, ଆଶ୍ଚର୍ଯ୍ୟଚକିତ ହେବ, ବିସ୍ମ୍ୟହେବା