അർത്ഥം : ଏହା ନିଶ୍ଚୟ ଯେ ଏଭଳି ହେବ, ଅଥବା ଅମୁକ ବ୍ୟକ୍ତି ଏଭଳି କରେ ବା କରିବ
ഉദാഹരണം :
ବିଶ୍ୱାସ ଉପରେ ଦୁନିଆ ତିଷ୍ଠିରହିଛି ଭଗବାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ଆପଣଙ୍କ ହଜିଲା ପୁଅ ମିଳିଯିବ
പര്യായപദങ്ങൾ : ଆତ୍ମପ୍ରତ୍ୟୟ, ଆସ୍ଥା, ନିର୍ଭର, ବିଶ୍ୱାସ, ଭରସା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଦକ୍ଷ ପ୍ରଜାପତିଙ୍କର ଜଣେ କନ୍ୟା
ഉദാഹരണം :
ପୁରାଣରେ ଆଶାଙ୍କ ବର୍ଣ୍ଣନା ମିଳେ
മറ്റ് ഭാഷകളിലേക്കുള്ള വിവർത്തനം :
An imaginary being of myth or fable.
mythical beingഅർത്ഥം : ଯାହା ଉପରେ କାହାରି ଆଶା ରହିଛି ବା କେନ୍ଦ୍ରିତ ହୋଇଛି
ഉദാഹരണം :
ବିଜୟ ନିମନ୍ତେ ଆପଣ ହିଁ ମୋର ଆଶାମୋ ନିମନ୍ତେ ଆପଣ ହିଁ ଏକମାତ୍ର ଆଶା ଥିଲେ ଏବଂ ଆପଣ ବି ଉତ୍ତର ଦେଇଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
Someone (or something) on which expectations are centered.
He was their best hope for a victory.അർത്ഥം : ଗୋଟିଏ ରାଗ
ഉദാഹരണം :
ଗାୟିକା ଆଶା ରାଗ ଶିଖାଉଛନ୍ତି
പര്യായപദങ്ങൾ : ଆଶା ରାଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯାହା କୌଣସି କଥା ବା ବସ୍ତୁ ପ୍ରାପ୍ତିଆଡ଼କୁ ଯେଉଁ ମନୋବୃତ୍ତି ଧ୍ୟାନ ନେଇଯାଏ
ഉദാഹരണം :
ମଣିଷର ସବୁ ଇଚ୍ଛା ପୁରେ ନାହିଁ ତାର ଜ୍ଞାନ ପିପାସା ବଢ଼ି ବଢ଼ି ଯାଉଛି ମୋର ଆଜି ଖାଇବାକୁ ମନ ନାହିଁ
പര്യായപദങ്ങൾ : ଅଭିଳାଷ, ଆକାଂକ୍ଷା, ଇଚ୍ଛା, ଓରମାନ, କାମନା, ପିପାସା, ମନ, ମନୋକାମନା, ମନୋବାଞ୍ଛା, ମନୋଭାବନା, ମନୋରଥ, ଳାଳସା
മറ്റ് ഭാഷകളിലേക്കുള്ള വിവർത്തനം :
मन में दबी रहनेवाली तीव्र कामना या लालसा।
मनुष्य की प्रत्येक इच्छा पूरी नहीं होती।അർത്ഥം : କାହାରି ଉପରେ ଭରସା ରଖିବାର କ୍ରିୟା ଯେପରିକି କୌଣସି କାମ ତାଙ୍କ ଦ୍ୱାରା ହୋଇପାରିବ ବା ହୋଇଯିବ
ഉദാഹരണം :
ପ୍ରତ୍ୟେକ ପିତାଙ୍କର ନିଜ ପୁତ୍ର ଉପରେ ଏହି ଆଶା ଥାଏ ଯେ ସେ ନିଜ ଜୀବନରେ ସଫଳ ହେଉ
പര്യായപദങ്ങൾ : ଆକାଂକ୍ଷା, ପ୍ରତ୍ୟାଶା, ଭରସା
മറ്റ് ഭാഷകളിലേക്കുള്ള വിവർത്തനം :
किसी पर भरोसा रखने की क्रिया कि अमुक कार्य उसके द्वारा हो सकता है या हो जायेगा।
हर पिता की अपने पुत्र से यह अपेक्षा रहती है कि वह अपने जीवन में सफल हो।