അർത്ഥം : ଯେଉଁ ଆଧାର ବା ପାତ୍ରରେ ଆରତି ନିମନ୍ତେ ଦୀପ ଜଳା ଯାଏ
ഉദാഹരണം :
ଆରତି କରିବା ପୂର୍ବରୁ ପୂଜାରୀ ପ୍ରତିଦିନ ଭଲ ଭାବରେ ନିରଞ୍ଜନୀକୁ ଧୋଇଥାନ୍ତି
പര്യായപദങ്ങൾ : ଆରତି, ଆରତିଦଣ୍ଡ, ଆଳତିଦଣ୍ଡ, ନିରଞ୍ଜନୀ
മറ്റ് ഭാഷകളിലേക്കുള്ള വിവർത്തനം :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerഅർത്ഥം : ମୂର୍ତ୍ତିଆଦି ସମ୍ମୁଖରେ ଧୂପ ଜଳାଇବା ବା ଧୂପ ଦେଖାଇବାର କାମ
ഉദാഹരണം :
ମନ୍ଦିରରେ ପୁଜାରୀ ଆଳତି ସମୟରେ କିଛି ମନ୍ତ୍ର ମଧ୍ୟ ପଢ଼ୁଥିଲେ
പര്യായപദങ്ങൾ : ଆରାତ୍ରିକ, ଧୂପଦେବା
മറ്റ് ഭാഷകളിലേക്കുള്ള വിവർത്തനം :
मूर्ति आदि के सामने धूप जलाने या धूप दिखाने की क्रिया।
मंदिर में पुजारीजी धूपन के समय कुछ मंत्र भी पढ़ रहे थे।