അർത്ഥം : କୌଣସି କଥାର ବିଚାର କିମ୍ବା ବିବେଚନା
ഉദാഹരണം :
ସମ୍ମିଳିତ ଭାବରେ ବେରୋଜଗାରୀ ଉପରେ ବିଚାର ବିମର୍ଶ କରାଯାଉଅଛି
പര്യായപദങ്ങൾ : ବିଚାର ବିମର୍ଶ, ବିଶ୍ଳେଷଣ, ସମାଲୋଚନା
മറ്റ് ഭാഷകളിലേക്കുള്ള വിവർത്തനം :
किसी बात का विचार या विवेचन।
गोष्ठी में बेरोज़गारी के ऊपर विचार विमर्श किया जा रहा है।An exchange of views on some topic.
We had a good discussion.അർത്ഥം : ଭଲଭାବରେ ଏବଂ ସତର୍କତାର ସହିତ କୌଣସି ସାହିତ୍ୟିକ କୃତିର ଗୁଣ ଓ ଦୋଷକୁ ବିବେଚନା କରାଯାଉଥିବା ଲେଖା
ഉദാഹരണം :
ଶିକ୍ଷୟତ୍ରୀ ନାଟକର ସମାଲୋଚନା ଲେଖିବାପାଇଁ କହିଲେ
പര്യായപദങ്ങൾ : ସମାଲୋଚନା
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି କଥା ବା କାମର ଗୁଣ ଦୋଷ ଆଦି ସମ୍ବନ୍ଧରେ ପ୍ରକଟ କରାଯାଉଥିବା ବିଚାର
ഉദാഹരണം :
ସେ ଆଲୋଚନା ଶୁଣି ମଧ୍ୟ ଅପ୍ରଭାବିତ ରହିଲେ
പര്യായപദങ്ങൾ : ଟୀକା, ଟୀପ୍ପଣୀ, ସମାଲୋଚନା
മറ്റ് ഭാഷകളിലേക്കുള്ള വിവർത്തനം :
किसी बात या कार्य के गुण दोष आदि के संबंध में प्रकट किया जाने वाला विचार।
वे आलोचना सुनकर भी अप्रभावित रहे।അർത്ഥം : ବିଚାର ପୂର୍ବକ ନିର୍ଣ୍ଣୟ କରାଯାଇଥିବା କାର୍ଯ୍ୟ
ഉദാഹരണം :
ଆଜିର ସଭାରେ ତୁଳସୀ ଦାସଙ୍କ ରଚନାଆଦିର ଆଲୋଚନା କରାଗଲା
പര്യായപദങ്ങൾ : ବିବେଚନା, ମୀମାଂସା
മറ്റ് ഭാഷകളിലേക്കുള്ള വിവർത്തനം :
The process of giving careful thought to something.
considerationഅർത്ഥം : କୌଣସି ବିଷୟରେ ହେଉଥିବା କଥା ବାର୍ତ୍ତା
ഉദാഹരണം :
ସେଠାରେ ଯୌତୁକ ପ୍ରଥା ଉପରେ ଆଲୋଚନା ହେଉଛି
പര്യായപദങ്ങൾ : ଗୋଷ୍ଠୀ, ଚର୍ଚ୍ଚା, ପରିଚର୍ଚ୍ଚା, ମିଟିଙ୍ଗ, ସଂଗୋଷ୍ଠୀ
മറ്റ് ഭാഷകളിലേക്കുള്ള വിവർത്തനം :
किसी विषय पर की जाने वाली बात-चीत।
वहाँ दहेज प्रथा के ऊपर चर्चा की जा रही है।An exchange of views on some topic.
We had a good discussion.അർത്ഥം : ଦୁଇ ବା ଦୁଇରୁ ଅଧିକ ବ୍ୟକ୍ତିଙ୍କ କୌଣସି ପ୍ରସଙ୍ଗ ଉପରେ ଆପୋସ ଆଲୋଚନା
ഉദാഹരണം :
ଆମେ ତୁମ ବିଷୟରେ ହିଁ ଆଲୋଚନା କରୁଥିଲୁ ଏତେ ଦିନ ପରେ ଦେଖାହେଲେ ବି ଶ୍ୟାମ ମୋ ସହିତ କଥା କହିଲା ନାହିଁ
പര്യായപദങ്ങൾ : କଥା, କଥାବାର୍ତ୍ତା, ବାର୍ତ୍ତାଳାପ
മറ്റ് ഭാഷകളിലേക്കുള്ള വിവർത്തനം :
दो या दो से अधिक व्यक्तियों का किसी प्रकरण पर आपस में कुछ कहना।
हम लोग तुम्हारे बारे में ही बात कर रहे थे।Talk socially without exchanging too much information.
The men were sitting in the cafe and shooting the breeze.