അർത്ഥം : କୌଣସି ସ୍ଥାନରୁ ଗଛଲତା ଓପାଡି ଆଣି ଅନ୍ୟ ସ୍ଥାନରେ ଲଗାଇବାର ପ୍ରକ୍ରିୟା
ഉദാഹരണം :
ବର୍ଷାକାଳ ଆରୋପଣ କରିବାର ସବୁଠାରୁ ଭଲ ସମୟ
പര്യായപദങ്ങൾ : ରୋପଣ
മറ്റ് ഭാഷകളിലേക്കുള്ള വിവർത്തനം :
The act of removing something from one location and introducing it in another location.
The transplant did not flower until the second year.അർത്ഥം : ସ୍ଥାପିତ କରିବାର କ୍ରିୟା
ഉദാഹരണം :
କୃତ୍ରିମ ଅଙ୍ଗର ଆରୋପଣଯୋଗୁଁ କେତେକ ବିକଳାଙ୍ଗଙ୍କୁ ସୁବିଧା ମିଳିଛି
പര്യായപദങ്ങൾ : ସ୍ଥାପନ
അർത്ഥം : ଊତକରେ କୌଣସି କୃତ୍ରିମ ଅଙ୍ଗକୁ ସ୍ଥାୟୀ ରୂପରେ ବସାଇବା ବା ଲଗାଇବାର କ୍ରିୟା
ഉദാഹരണം :
ଆଜିକାଲି ଆଖିରେ ଲେନ୍ସର ଆରୋପଣ ସହଜ ହୋଇଯାଇଛି
പര്യായപദങ്ങൾ : ଅଙ୍ଗ ଆରୋପଣ, ଅଙ୍ଗାରୋପଣ, ଇଂପ୍ଲାଂଟ, ଇମ୍ପ୍ଲାଣ୍ଟ
മറ്റ് ഭാഷകളിലേക്കുള്ള വിവർത്തനം :
ऊतक में किसी कृत्रिम अंग को स्थाई रूप से बैठाने या लगाने की क्रिया।
आजकल आँख में लेंस का आरोपण आसान हो गया है।A surgical procedure that places something in the human body.
The implantation of radioactive pellets in the prostate gland.