പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଆରାଧନା କରିବା എന്ന വാക്കിന്റെ അർത്ഥവും ഉദാഹരണവും.

ଆରାଧନା କରିବା   କ୍ରିୟାପଦ

അർത്ഥം : ପରମ୍ପରାଗତ ଧାର୍ମିକ ଭଜନ ଆରମ୍ଭ କରିବା ବା ପରମ୍ପରାଗତ ଧାର୍ମିକ ଭଜନ ଚାଲୁ କରିବା

ഉദാഹരണം : ଆପଣ ଏହି ମନ୍ଦିରରେ ବି ପରମ୍ପରାଗତ ଧାର୍ମିକ ଭଜନ ଆରମ୍ଭ କରନ୍ତୁ

പര്യായപദങ്ങൾ : ଭଜନ ଆରମ୍ଭ କରିବା, ଭଜନ ଚାଲୁ କରିବା, ଭଜନକୀର୍ତ୍ତନ କରିବା, ମହିମାକୀର୍ତ୍ତନ ଆରମ୍ଭ କରିବା, ସ୍ତବଗାନ ଆରମ୍ଭ କରିବା


മറ്റ് ഭാഷകളിലേക്കുള്ള വിവർത്തനം :

* परम्परागत धार्मिक भजन को शुरू करना या परम्परागत धार्मिक भजन का चलन करना।

आप इस मंदिर में भी परम्परागत धार्मिक भजन शुरू कीजिए।
भजन शुरू करना

അർത്ഥം : ଦେବୀ-ଦେବତାଙ୍କୁ ପ୍ରସନ୍ନ କରିବା ନିମନ୍ତେ ଶ୍ରଦ୍ଧା,ସମ୍ମାନ, ବିନୟଆଦି ପ୍ରକାଶ କରିବା

ഉദാഹരണം : ସନ୍ଥ ଲୋକମାନେ ସବୁବେଳେ ଭଗବାନଙ୍କର ପୂଜା କରନ୍ତି

പര്യായപദങ്ങൾ : ଅର୍ଚ୍ଚନା କରିବା, ଉପାସନା କରିବା, ପୂଜା କରିବା


മറ്റ് ഭാഷകളിലേക്കുള്ള വിവർത്തനം :

देवी-देवताओं को प्रसन्न करने के लिए श्रद्धा, सम्मान, विनय आदि प्रकट करना।

संत लोग हमेशा भगवान की पूजा करते हैं।
अरचना, अराधना, अर्चना करना, अवराधना, आराधना करना, उपासना करना, पूजना, पूजा करना

Show devotion to (a deity).

Catholic Christians worship Jesus Christ on the cross.
worship