അർത്ഥം : କଥାବସ୍ତୁଆଦି ଆରମ୍ଭ କରିବା
ഉദാഹരണം :
ସେ କଥାକଥାରେ ମନୋଜର ବାହାଘର କଥା ଉଠାଇଲା ମନ୍ତ୍ରୀମହୋଦୟ ସଦନର ବୈଠକରେ ଘୋଟାଲାର ମାମଲା ଉଠାଇଲେ
പര്യായപദങ്ങൾ : ଉଠାଇବା, ବାହାର କରିବା
മറ്റ് ഭാഷകളിലേക്കുള്ള വിവർത്തനം :
Take the first step or steps in carrying out an action.
We began working at dawn.അർത്ഥം : କୌଣସି କାମ, କଥା ଇତ୍ୟାଦିର ଆରମ୍ଭ କରିବା
ഉദാഹരണം :
ପଣ୍ଡିତ ପୂଜା ଆରମ୍ଭ କଲେ
പര്യായപദങ്ങൾ : ଚାଲୁ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी काम, बात आदि को शुरू करना।
पंडितजी ने पूजा आरंभ की।Take the first step or steps in carrying out an action.
We began working at dawn.അർത്ഥം : କୌଣସି କଥା ବା କର୍ଯ୍ୟର ଆରମ୍ଭ ହେବା
ഉദാഹരണം :
ଭାରତ ଓ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେଲା
പര്യായപദങ്ങൾ : ପ୍ରାରମ୍ଭ କରିବା
മറ്റ് ഭാഷകളിലേക്കുള്ള വിവർത്തനം :
किसी बात या कार्य आदि की शुरुआत होना।
भारत और पाकिस्तान के बीच लड़ाई छिड़ गई।അർത്ഥം : ଅଚାନକ ପ୍ରସ୍ତାବ ଦେବା ବା ଆରମ୍ଭ କରିବା
ഉദാഹരണം :
ଏବେ ବାପାଙ୍କ ମୃତ୍ୟୁହେବା ମାସେ ବି ନ ହେଉଣୁ ଭାଇ ବଣ୍ଟାବଣ୍ଟି କଥା ଉଠାଇଲେଣି
പര്യായപദങ്ങൾ : ଉଠାଇବା