അർത്ഥം : ଗାଈ-ମଇଁଷି ପାଳିବା ଓ ଦୁଧ ବିକିବା ଯେଉଁ ଜାତିର କାମ
ഉദാഹരണം :
ଔଦ୍ୟୋଗିକୀକରଣ କାରଣରୁ ଗୋପାଳ ଜାତି ନିଜ ପେଶାରୁ ଦୂରେଇ ଯାଉଛନ୍ତି
പര്യായപദങ്ങൾ : ଗଉଡ଼, ଗୋପାଳ, ବେହେରା
മറ്റ് ഭാഷകളിലേക്കുള്ള വിവർത്തനം :
(Hinduism) a Hindu caste or distinctive social group of which there are thousands throughout India. A special characteristic is often the exclusive occupation of its male members (such as barber or potter).
jatiഅർത്ഥം : ଯେଉଁ ଛନ୍ଦର ପ୍ରତ୍ୟେକ ଚରଣରେ ଏଗାର ମାତ୍ରା ଏବଂ ଶେଷରେ ଜଗଣ ଥାଏ
ഉദാഹരണം :
ଏହି ପଦ ଆଭୀର ଛନ୍ଦର ଉଦାହରଣ
പര്യായപദങ്ങൾ : ଆଭୀର ଛନ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଏକ ରାଗ
ഉദാഹരണം :
ମନୋହର ଆଭୀର ରାଗ ଗାଉଛି
പര്യായപദങ്ങൾ : ଆଭୀର ରାଗ
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : ଯେଉଁ ପ୍ରାଚୀନ ଜନପଦରେ ଗୋପ ଜାତିର ଲୋକେ ରହୁଥିଲେ
ഉദാഹരണം :
ଆଭୀର ଲୋକେ ସୁଖୀ ଏବଂ ସମ୍ପନ୍ନ ଥିଲେ
പര്യായപദങ്ങൾ : ଆଭୀର ଜନପଦ
മറ്റ് ഭാഷകളിലേക്കുള്ള വിവർത്തനം :
A region marked off for administrative or other purposes.
district, dominion, territorial dominion, territoryഅർത്ഥം : ଏକ ଯାଯାବର ଜନଜାତି
ഉദാഹരണം :
ଆଭୀର ଜନଜାତି ଉତ୍ତର-ପଶ୍ଚିମ ଭାରତରେ ଦେଖାଯାନ୍ତି
പര്യായപദങ്ങൾ : ଆଭୀର ଜନଜାତି
മറ്റ് ഭാഷകളിലേക്കുള്ള വിവർത്തനം :