അർത്ഥം : ପ୍ରାର୍ଥନାକାରୀ ବା ଦରଖାସ୍ତ କରିଥିବା ବ୍ୟକ୍ତି
ഉദാഹരണം :
ଚାରି ଜାନୁଆରୀରେ ଆବେଦକ ନ୍ୟାୟାଳୟରେ ଉପସ୍ଥିତ ହେବା ଆବଶ୍ୟକ
പര്യായപദങ്ങൾ : ଦରଖାସ୍ତକାରୀ, ପ୍ରାର୍ଥୀ
മറ്റ് ഭാഷകളിലേക്കുള്ള വിവർത്തനം :
याचिका या अर्ज़ी करने वाला व्यक्ति।
याचिकाकर्ता को चार जनवरी को अदालत में उपस्थित होना आवश्यक है।അർത്ഥം : ଯେ ଆବଦନ କରିଛି
ഉദാഹരണം :
ଏହି ପଦ ନିମନ୍ତେ ଶହେ କୋଡ଼ିଏ ଜଣ ଆବେଦକ ଆବେଦନ ପତ୍ର ଦାଖଲ କରିଛନ୍ତି
പര്യായപദങ്ങൾ : ଆବେଦନ କର୍ତ୍ତା
മറ്റ് ഭാഷകളിലേക്കുള്ള വിവർത്തനം :
वह जिसने आवेदन किया हो।
इस पद के लिए सैकड़ों आवेदकों ने आवेदन-पत्र भरा है।അർത്ഥം : ପ୍ରାର୍ଥନା ବା ଆବେଦନ କରୁଥିବା ବ୍ୟକ୍ତି
ഉദാഹരണം :
ସମସ୍ତ ପ୍ରାର୍ଥୀଙ୍କ ଦରଖାସ୍ତ ଗ୍ରହଣ କରାଯିବ ନାହିଁ
പര്യായപദങ്ങൾ : ପ୍ରାର୍ଥନାକାରୀ, ପ୍ରାର୍ଥୀ
മറ്റ് ഭാഷകളിലേക്കുള്ള വിവർത്തനം :
One praying humbly for something.
A suppliant for her favors.അർത്ഥം : ଯେ ଆବେଦନ କରିଛି
ഉദാഹരണം :
ପରିଚାଳକ ଆବେଦନକାରୀମାନଙ୍କୁ ଆଜି ସାକ୍ଷାତ ପାଇଁ ଡାକିଛନ୍ତି
പര്യായപദങ്ങൾ : ଆବେଦନକର୍ତ୍ତା, ଆବେଦନକାରୀ
മറ്റ് ഭാഷകളിലേക്കുള്ള വിവർത്തനം :
जिसने आवेदन किया हो।
प्रबंधक ने आवेदक व्यक्तियों को आज साक्षात्कार के लिए बुलाया है।