അംഗമാകുക
പേജ് വിലാസം ക്ലിപ്ബോർഡിലേക്ക് പകർത്തുക.
അർത്ഥം : ଶରୀର ଉପରେ ଆଘାତଆଦି କାରଣରୁ ବା ଜନ୍ମରୁ ହୋଇଥିବା ଫୁଲା
ഉദാഹരണം : ତା ମଥାର ବାଁ ପଟେ ଗୋଟିଏ ଆବୁ ଅଛି
പര്യായപദങ്ങൾ : ବଥ, ବ୍ରଣ
മറ്റ് ഭാഷകളിലേക്കുള്ള വിവർത്തനം :हिन्दी
शरीर की सतह पर चोट आदि के कारण या जन्मजात होनेवाला उभार।
അർത്ഥം : ଯେଉଁ ରୋଗରେ ଶରୀରରେ ଆବୁ ହୋଇଯାଏ
ഉദാഹരണം : ବହୁତ ଔଷଧ ଖାଇଲା ପରେବି ତାଙ୍କର ଆବୁ ଭଲ ହେଲା ନାହିଁ
പര്യായപദങ്ങൾ : ଟ୍ୟୁମର, ଫୁଲା
മറ്റ് ഭാഷകളിലേക്കുള്ള വിവർത്തനം :हिन्दी English
एक रोग जिसमें शरीर में गाँठ पड़ जाती है।
An abnormal new mass of tissue that serves no purpose.
അർത്ഥം : ମାଂସ ଜମା ହେବା ଫଳରେ ପଡ଼ିଥିବା ଫୁଲା
ഉദാഹരണം : ଘାଆ ଶୁଖିଲା ପରେ ଏବେ ସେଠାରେ ଆବୁ ହୋଇଯାଇଛି
പര്യായപദങ്ങൾ : ଫୁଲା
माँस की जमी हुई गाँठ।
അർത്ഥം : ଯେଉଁ ରୋଗରେ ଶରୀର ଭିତରର ଛୋଟ ଗୋଲ ଗଣ୍ଠି ଫୁଲିଯାଏ
ഉദാഹരണം : ସେ ଗିଲଟିର ଅପରେସନ କରାଇଲ
പര്യായപദങ്ങൾ : ଗିଲଟି
वह रोग जिसमें शरीर के अंदर की छोटी गोल ग्रंथियाँ सूज जाती हैं।
ഇൻസ്റ്റാൾ ചെയ്യുക