അർത്ഥം : ଯେଉଁ କନାରେ ବହି ଓ ହିସାବଖାତାଆଦି ବନ୍ଧାଯାଏ ବା ବାନ୍ଧି ରଖାଯାଏ
ഉദാഹരണം :
ଜେଜେବାପା ରସିଦଗୁଡ଼ିକୁ ବସ୍ତାନିରେ ବାନ୍ଧି ରଖନ୍ତି
പര്യായപദങ്ങൾ : ବସ୍ତାନି
മറ്റ് ഭാഷകളിലേക്കുള്ള വിവർത്തനം :
അർത്ഥം : କୌଣସି ବସ୍ତୁଆଦିକୁ ଆଚ୍ଛାଦିତ କରିବା କିମ୍ବା ଢାଙ୍କିବା ବସ୍ତୁ
ഉദാഹരണം :
ଘୋଡ଼ଣୀଦ୍ୱାରା ବସ୍ତୁ ସୁରକ୍ଷିତ ରହେ
പര്യായപദങ്ങൾ : ଆଚ୍ଛାଦକ ବସ୍ତୁ, ଆଚ୍ଛାଦନ, ଘୋଡ଼ଣୀ
മറ്റ് ഭാഷകളിലേക്കുള്ള വിവർത്തനം :
An artifact that covers something else (usually to protect or shelter or conceal it).
coveringഅർത്ഥം : ଯେଉଁ ଉପର ପରସ୍ତର ତଳେ ବା ଭିତରେ କିଛି ଫଳ ବା ଜୀବ ରହିଥାଏ
ഉദാഹരണം :
ବାଦାମ ଉପରେ ବହୁତ ଟାଣ ଖୋଳପା ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
A hard outer covering as of some amoebas and sea urchins.
test