അർത്ഥം : ଯାହା ଆନନ୍ଦ ଦିଏ
ഉദാഹരണം :
ମୋର ଯାତ୍ରା ଆନନ୍ଦପ୍ରଦ ଥିଲା ଅନ୍ତାକ୍ଷରୀ ଏକ ଆନନ୍ଦପ୍ରଦ ଖେଳ
പര്യായപദങ്ങൾ : ଆନନ୍ଦକାରୀ, ଆନନ୍ଦଦାୟୀ, ଆନନ୍ଦପ୍ରଦ, ଆନନ୍ଦମୟ, ଆହ୍ଳାଦୀ, ହର୍ଷଦାୟକ
മറ്റ് ഭാഷകളിലേക്കുള്ള വിവർത്തനം :
जो आनंद देनेवाला हो।
मेरी यात्रा आनंदप्रद रही।Greatly pleasing or entertaining.
A delightful surprise.അർത്ഥം : ଯାହା ଆନନ୍ଦରେ ଭରା
ഉദാഹരണം :
ସନ୍ତୋଷୀ ବ୍ୟକ୍ତିଙ୍କ ଜୀବନ ଆନନ୍ଦପୂର୍ଣ୍ଣ ହୁଏ
പര്യായപദങ്ങൾ : ଆନନ୍ଦପୂର୍ଣ୍ଣ, ଉଲ୍ଲାସପୂର୍ଣ୍ଣ, ଉଲ୍ଲାସମୟ, ସାନନ୍ଦ
മറ്റ് ഭാഷകളിലേക്കുള്ള വിവർത്തനം :
जो आनंद से भरा हुआ हो।
संतोषी व्यक्ति का जीवन आनंदपूर्ण होता है।