അർത്ഥം : ଗଳାର ଉପର ଅଙ୍ଗର ମନ୍ୟ ଭାଗ
ഉദാഹരണം :
ରାମର ମୁହଁ ଖୁସିରେ ଝଲକୁଥିଲା ଏ ପିଲାମାନଙ୍କ ମୁହଁ ସମାନ ଦିଶୁଛି ଆପଣ ଟିକେ ମୁହଁରୁ ଓଢ଼ଣା ଉଠାନ୍ତୁ
പര്യായപദങ്ങൾ : ଚେହେରା, ବଦନ, ମୁଖ ମଣ୍ଡଳ, ମୁହଁ
മറ്റ് ഭാഷകളിലേക്കുള്ള വിവർത്തനം :
The front of the human head from the forehead to the chin and ear to ear.
He washed his face.അർത്ഥം : ଯେଉଁ ଅଙ୍ଗଦ୍ୱାରା ପ୍ରାଣୀ କଥାବାର୍ତ୍ତା କରେ ଓ ଭୋଜନ କରେ
ഉദാഹരണം :
ସେ ଏତେ ଡରିଯାଇଥିଲେ ଯେ ତାଙ୍କ ମୁହଁରୁ କୌଣସି ଶବ୍ଦ ବାହାରୁ ନଥିଲା
മറ്റ് ഭാഷകളിലേക്കുള്ള വിവർത്തനം :
The opening through which food is taken in and vocalizations emerge.
He stuffed his mouth with candy.