പേജിന്റെ വിലാസം പകർത്തുക ട്വിറ്ററിൽ പങ്കിടുക വാട്ട്സ്ആപ്പിൽ പങ്കിടുക ഫേസ്ബുക്കിൽ പങ്കിടുക
ഗൂഗിൾ പ്ലേയിൽ കയറുക
പര്യായപദങ്ങളും വിപരീതപദങ്ങളും ഉള്ള ଓଡ଼ିଆ എന്ന നിഘണ്ടുവിൽ നിന്നുള്ള ଆଧୁନିକ എന്ന വാക്കിന്റെ അർത്ഥവും ഉദാഹരണവും.

ଆଧୁନିକ   ବିଶେଷ୍ୟ

അർത്ഥം : ଆଧୁନିକ ହେବାର ଅବସ୍ଥା ବା ଭାବ

ഉദാഹരണം : ଆଧୁନିକତାର ଅର୍ଥ ଏହା ନୁହେଁ ଯେ ଆମେ ଆମର ପୁରୁଣା ନୀତି-ନିୟମକୁ ଭୁଲିଯିବା

പര്യായപദങ്ങൾ : ଅର୍ବାଚୀନତା, ଆଧୁନିକ କାଳୀନତା, ଆଧୁନିକତା


മറ്റ് ഭാഷകളിലേക്കുള്ള വിവർത്തനം :

आधुनिक होने की अवस्था या भाव।

आधुनिकता का अर्थ यह नहीं है कि हम अपने पुराने रीति-रिवाजों को भूल जाएँ।
अर्वाचीनता, आधुनिक कालीनता, आधुनिकता

The quality of being current or of the present.

A shopping mall would instill a spirit of modernity into this village.
contemporaneity, contemporaneousness, modernism, modernity, modernness

ଆଧୁନିକ   ବିଶେଷଣ

അർത്ഥം : ଯାହା ବର୍ତ୍ତମାନ କାଳ ସହିତ ସମ୍ବନ୍ଧିତ ବା ବର୍ତ୍ତମାନ କାଳର

ഉദാഹരണം : ବିଶ୍ୱର ବର୍ତ୍ତମାନକାଳୀନ ରାଜନୈତିକ ପରିସ୍ଥିତିଗୁଡ଼ିକର ଖବର ସମସ୍ତେ ଜାଣିବା ଆବଶ୍ୟକ

പര്യായപദങ്ങൾ : ଏବେର, ବର୍ତ୍ତମାନ କାଳୀନ, ସମ ସାମୟିକ, ସାମ୍ପ୍ରତିକ, ହାଲ


മറ്റ് ഭാഷകളിലേക്കുള്ള വിവർത്തനം :

जो वर्तमान काल से संबंधित हो या वर्तमान काल का।

विश्व की वर्तमान कालीन राजनैतिक परिस्थितियों की ख़बर सबको रखनी चाहिए।
मौजूदा, वर्तमान, वर्तमान कालीन, सामयिक, हालिया

Belonging to the present time.

Contemporary leaders.
contemporary, present-day

അർത്ഥം : ବର୍ତ୍ତମାନ ବା ଏହି ସମୟ ସହ ସମ୍ବନ୍ଧିତ

ഉദാഹരണം : ଆଧୁନିକ ଭାରତୀୟ ସମାଜ ଭ୍ରଷ୍ଟାଚାର ଆଡ଼କୁ ଉଗ୍ରସର ହେଉଛି

പര്യായപദങ്ങൾ : ଅଦ୍ୟତନ, ଅଧୁନାତନ, ଅପ୍ରାଚୀନ, ଆଜିକାଲି, ଇଦାନୀଂ, ଇଦାନୀଂତନ, ଏବର, ନବୀନ, ନୂଆ, ନୂତନ, ବର୍ତ୍ତମାନ, ସାମ୍ପ୍ରତିକ


മറ്റ് ഭാഷകളിലേക്കുള്ള വിവർത്തനം :

जिस पर इस समय की बातों या विशेषताओं की पूरी छाप हो।

आधुनिक पहनावा, शिष्टाचार आदि कितने बदल गए हैं।
अकालातीत, अद्यतन, अधुनातन, अपुराण, अपुरातन, अपूर्वकालीन, अप्राचीन, अर्वाचीन, आज का, आधुनिक, इदानीतन, मौजूदा, वर्तमान, सांप्रतिक, साम्प्रतिक