അർത്ഥം : ଘରଆଦି ତିଆରି କରିବା ସମୟରେ ତାହାର ମୂଳଭାଗ ଯାହା କାନ୍ଥର ଦୃଢତା ନିମନ୍ତେ ଜମି ଖୋଳି ଏବଂ ସେଥିରେ କାନ୍ଥର ଯୋଡ଼ାଇ ଆରମ୍ଭକରି ତିଆରି କରାଯାଏ
ഉദാഹരണം :
ନିଅଁ ମଜବୁତ୍ ରହିଲେ ବହୁତଳ ବିଶିଷ୍ଟ କୋଠା ତିଆରି କରାଯାଇପାରେ
പര്യായപദങ്ങൾ : ଆଲମ୍ବନ, ନିଅଁ, ମୂଳ, ମୂଳଦୁଆ
മറ്റ് ഭാഷകളിലേക്കുള്ള വിവർത്തനം :
Lowest support of a structure.
It was built on a base of solid rock.അർത്ഥം : କୌଣସି ବସ୍ତୁର ଅଚଳ ଅଂଶ
ഉദാഹരണം :
ଏହି କମ୍ପ୍ୟୁଟରର ଆଧାର ଭାଙ୍ଗିଗଲା ଏହି ଚଉକୀର ଗୋଟିଏ ଗୋଡ଼ ଭାଙ୍ଗିଗଲା
പര്യായപദങ്ങൾ : ଗୋଡ଼, ପାଦ, ପିଣ୍ଡି
മറ്റ് ഭാഷകളിലേക്കുള്ള വിവർത്തനം :
The lower part of anything.
Curled up on the foot of the bed.അർത്ഥം : ମାନବ ନିର୍ମିତ ଏକ ବସ୍ତୁ ଯେଉଁଥିରେ କିଛି ରଖାଯାଏ
ഉദാഹരണം :
ସେ କୁକୁରମାନଙ୍କୁ ମାଟିପାତ୍ରରେ କ୍ଷୀର ପିଆଉଛି
മറ്റ് ഭാഷകളിലേക്കുള്ള വിവർത്തനം :
Any object that can be used to hold things (especially a large metal boxlike object of standardized dimensions that can be loaded from one form of transport to another).
containerഅർത്ഥം : ଯେଉଁ ସମ୍ବନ୍ଧ କାହାରି ପାଇଁ ନିଅଁ ବା ଆଧାର ସଦୃଶ ବା କାହାରିକୁ ନିବିଡ଼ କରାଏ
ഉദാഹരണം :
ସେମାନେ ଏକ ବନ୍ଧୁତା ସୂତ୍ରରେ ଆବଦ୍ଧ
പര്യായപദങ്ങൾ : ସୂତ୍ର
മറ്റ് ഭാഷകളിലേക്കുള്ള വിവർത്തനം :
वह संबंध जो किसी के लिए नींव या आधार दे या मुहैया कराए।
वे एक मित्रवत आधार पर हैं।അർത്ഥം : ସେହି ଅନ୍ତନିର୍ହିତ ମୂଳଭୂତ ପୂର୍ବାନୁମାନ ଯାହା କୌଣସି କଥାର ସ୍ପଷ୍ଟୀକରଣ ନିମନ୍ତେ ଆବଶ୍ୟକ ହୁଏ
ഉദാഹരണം :
ଆପଣ କେଉଁ ଆଧାରରେ ମୋତେ ଏଭଳି କହୁଛନ୍ତି?
മറ്റ് ഭാഷകളിലേക്കുള്ള വിവർത്തനം :
वह अंतर्निहित मूलभूत पूर्वानुमान जो किसी बात के स्पष्टीकरण के लिए आवश्यक हो।
आप मुझे किस आधार पर ऐसा कह रहे हैं।The fundamental assumptions from which something is begun or developed or calculated or explained.
The whole argument rested on a basis of conjecture.അർത്ഥം : କୌଣସି ଦ୍ରବ୍ୟ ପ୍ରସ୍ତୁତିରେ ଆଧାର ରୂପେ ଲୋଡାପଡ଼ୁଥିବା ସାମଗ୍ରୀ
ഉദാഹരണം :
ଚନ୍ଦନର ତେଲ ଯେ କୌଣସି ଅତର ପାଇଁ ପ୍ରଥମ ଉପାଦାନ
പര്യായപദങ്ങൾ : ପ୍ରଥମ ଉପାଦାନ
മറ്റ് ഭാഷകളിലേക്കുള്ള വിവർത്തനം :
The principal ingredient of a mixture.
Glycerinated gelatin is used as a base for many ointments.