അർത്ഥം : ଏଭଳି କିଛି ଉଚ୍ଚ ସିଦ୍ଧାନ୍ତ ଯାହା ମନୁଷ୍ୟ ନିଜ ଜୀବନରେ ଆପଣାଇନିଏ ଏବଂ ସେ ଅନୁସାରେ ଚାଲିବାକୁ ଠିକ୍ ମନେ କରେ
ഉദാഹരണം :
ସମସ୍ତଙ୍କର ନିଜ ନିଜର ଆଦର୍ଶ ଥାଏ
മറ്റ് ഭാഷകളിലേക്കുള്ള വിവർത്തനം :
A rule or standard especially of good behavior.
A man of principle.അർത്ഥം : ଯାହାକୁ ଦେଖି ତା ଅନୁସାରେ କିଛି କରାଯାଏ ବା ତିଆରି କରାଯାଏ
ഉദാഹരണം :
ବୈଜ୍ଞାନିକମାନେ ପକ୍ଷୀମାନଙ୍କୁ ନମୂନା ଭାବେ ନେଇ ଉଡ଼ାଜାହାଜ ନିର୍ମାଣ କରିଛନ୍ତି
പര്യായപദങ്ങൾ : ଉଦାହରଣ, ଡିଜାଇନ, ଦୃଷ୍ଟାନ୍ତ, ନମୁନା, ନିଦର୍ଶନ
മറ്റ് ഭാഷകളിലേക്കുള്ള വിവർത്തനം :
A model considered worthy of imitation.
The American constitution has provided a pattern for many republics.അർത്ഥം : ଯାହାର ରୂପ, ଗୁଣ ଆଦିର ଅନୁକରଣ କରାଯାଏ ବା ଯିଏ ସମ୍ପୂର୍ଣ୍ଣତାର ଏକ ଉତ୍ତମ ମାନଦଣ୍ଡ
ഉദാഹരണം :
ଗୋପବନ୍ଧୁ ଜଣେ ଆଦର୍ଶ ବ୍ୟକ୍ତି ଥିଲେ
മറ്റ് ഭാഷകളിലേക്കുള്ള വിവർത്തനം :
जिसके रूप, गुण आदि का अनुकरण किया जाए या जो संपूर्णता या उत्तमता का अच्छा मानक हो।
मालवीयजी एक आदर्श व्यक्ति थे।Conforming to an ultimate standard of perfection or excellence. Embodying an ideal.
ideal