അർത്ഥം : ଧର୍ମ ରକ୍ଷା ପାଇଁ ଦିଆଯାଉଥିବା ଆତ୍ମବଳୀ
ഉദാഹരണം :
ଧର୍ମ ରକ୍ଷା ପାଇଁ ଅନେକ ଧର୍ମାନୁରାଗୀମାନେ ଆତ୍ମୋତ୍ସର୍ଗ କରିଦେଲେ
മറ്റ് ഭാഷകളിലേക്കുള്ള വിവർത്തനം :
Death that is imposed because of the person's adherence of a religious faith or cause.
martyrdomഅർത്ഥം : କୌଣସି ଭଲକାମପାଇଁ କିମ୍ବା ଅନ୍ୟପାଇଁ ନିଜର ସୁଖ, ଲାଭ ଇତ୍ୟାଦି ଛାଡ଼ିବା କାର୍ଯ୍ୟ
ഉദാഹരണം :
ଦଧିଚୀ ଦେବ କଲ୍ୟାଣପାଇଁ ଆତ୍ମଦାନ କରି ମୃତ୍ୟୁକୁ ବରଣ କଲେ
പര്യായപദങ്ങൾ : ଆତ୍ମତ୍ୟାଗ, ଆତ୍ମଦାନ, ଆତ୍ମବଳି
മറ്റ് ഭാഷകളിലേക്കുള്ള വിവർത്തനം :
किसी अच्छे काम के लिए या दूसरों के लिए अपना सुख,लाभ आदि छोड़ने की क्रिया या भाव।
दधीचि ने देव कल्याण के लिए आत्मदान कर मौत को गले लगा लिया।Renunciation of your own interests in favor of the interests of others.
abnegation, denial, self-abnegation, self-denial, self-renunciation