അർത്ഥം : କୌଣସି କାମପାଇଁ ନିଜକୁ ବଳିଦାନ ଦେବାର ପ୍ରକ୍ରିୟା
ഉദാഹരണം :
ଭାରତକୁ ସ୍ୱାଧୀନ କରିବାପାଇଁ ଅନେକ ସଂଗ୍ରାମୀଙ୍କୁ ଆତ୍ମବଳୀ ଦେବାକୁ ପଡ଼ିଥିଲା
പര്യായപദങ്ങൾ : ଆତ୍ମବଳିଦାନ
മറ്റ് ഭാഷകളിലേക്കുള്ള വിവർത്തനം :
किसी कार्य के लिए अपने आप को बलिदान कर देने की क्रिया।
भारत को स्वतंत्र कराने के लिए कई नेताओं को आत्मबलिदान देना पड़ा।Acting with less concern for yourself than for the success of the joint activity.
self-sacrifice, selflessnessഅർത്ഥം : ଜୀବନକୁ ବାଜି ଲଗାଇବାର ପ୍ରକ୍ରିୟା
ഉദാഹരണം :
ବାଜିରାଉତଙ୍କ ଆତ୍ମବଳି ଆମର ସର୍ବଦା ମନେ ରହିବ
പര്യായപദങ്ങൾ : ପ୍ରାଣବଳି
മറ്റ് ഭാഷകളിലേക്കുള്ള വിവർത്തനം :
A quality of spirit that enables you to face danger or pain without showing fear.
braveness, bravery, courage, courageousnessഅർത്ഥം : କୌଣସି ଭଲକାମପାଇଁ କିମ୍ବା ଅନ୍ୟପାଇଁ ନିଜର ସୁଖ, ଲାଭ ଇତ୍ୟାଦି ଛାଡ଼ିବା କାର୍ଯ୍ୟ
ഉദാഹരണം :
ଦଧିଚୀ ଦେବ କଲ୍ୟାଣପାଇଁ ଆତ୍ମଦାନ କରି ମୃତ୍ୟୁକୁ ବରଣ କଲେ
പര്യായപദങ്ങൾ : ଆତ୍ମତ୍ୟାଗ, ଆତ୍ମଦାନ, ଆତ୍ମୋତ୍ସର୍ଗ
മറ്റ് ഭാഷകളിലേക്കുള്ള വിവർത്തനം :
किसी अच्छे काम के लिए या दूसरों के लिए अपना सुख,लाभ आदि छोड़ने की क्रिया या भाव।
दधीचि ने देव कल्याण के लिए आत्मदान कर मौत को गले लगा लिया।Renunciation of your own interests in favor of the interests of others.
abnegation, denial, self-abnegation, self-denial, self-renunciationഅർത്ഥം : କୌଣସି ମହାନ ଉଦ୍ଦେଶ୍ୟରେ ପ୍ରାଣତ୍ୟାଗ କରିବା ପ୍ରକ୍ରିୟା
ഉദാഹരണം :
ଦେଶର ସ୍ୱାଧୀନତାପାଇଁ ବହୁତ ବୀର ପ୍ରାଣବଳି ଦେଇଥିଲେ
പര്യായപദങ്ങൾ : ଆତ୍ମବଳିଦାନ, ପ୍ରାଣତ୍ୟାଗ, ପ୍ରାଣବଳି
മറ്റ് ഭാഷകളിലേക്കുള്ള വിവർത്തനം :
Acting with less concern for yourself than for the success of the joint activity.
self-sacrifice, selflessness