അർത്ഥം : ନିଜର ପ୍ରଶଂସା ନିଜେ କରିବାର କ୍ରିୟା
ഉദാഹരണം :
ବିଦ୍ୱାନ ଲୋକମାନେ ଆତ୍ମପ୍ରଶଂସା କରନ୍ତି ନାହିଁ
പര്യായപദങ്ങൾ : ଆତ୍ମଶ୍ଳାଘା, ଆତ୍ମସ୍ତୁତି, ଆସ୍ଫାଳନ
മറ്റ് ഭാഷകളിലേക്കുള്ള വിവർത്തനം :
अपनी प्रशंसा स्वयं करने की क्रिया।
विद्वान लोग आत्मप्रशंसा नहीं करते।