അർത്ഥം : ଯାହାକୁ ଆତ୍ମଜ୍ଞାନ ହୋଇଛି
ഉദാഹരണം :
ବଡ଼ବଡ଼ ଆତ୍ମଜ୍ଞାନୀ ବି ଈଶ୍ୱରଙ୍କର ଦର୍ଶନପାଇଁ ଲାଳାୟିତ ରହନ୍ତି
പര്യായപദങ്ങൾ : ଆତ୍ମଦର୍ଶୀ, ତତ୍ତ୍ୱଦର୍ଶୀ, ଯୋଗୀ
മറ്റ് ഭാഷകളിലേക്കുള്ള വിവർത്തനം :
वह जिसे आत्म का ज्ञान हो।
बड़े-बड़े आत्मज्ञानी भी ईश्वर दर्शन के लिए लालायित रहते हैं।അർത്ഥം : ଯାହାର ଆତ୍ମଜ୍ଞାନ ଅଛି
ഉദാഹരണം :
ଆତ୍ମଜ୍ଞାନୀ ଶଙ୍କରାଚାର୍ଯ୍ୟ ହିନ୍ଦୁ ଧର୍ମର ପୁନରୁଦ୍ଧାର କଲେ
പര്യായപദങ്ങൾ : ଆତ୍ମଦର୍ଶୀ, ଆତ୍ମଦ୍ରଷ୍ଟା, ତତ୍ତ୍ୱଦର୍ଶୀ
മറ്റ് ഭാഷകളിലേക്കുള്ള വിവർത്തനം :
जिसे आत्म का ज्ञान हो।
आत्मज्ञानी शंकराचार्य ने हिन्दू धर्म का पुनरुद्धार किया।